Home Breaking News / ତାଜା ଖବର ଫୁଲବାଣୀରୁ ସର୍ବାଧିକ ୧୫ ଓ ଜିଲ୍ଲାରୁ ୫୪ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ସର୍ବାଧିକ ୧୫ ଓ ଜିଲ୍ଲାରୁ ୫୪ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ) ଶନିବାର କନ୍ଧମାଳ ଜିଲ୍ଲାରେ କରେ। ନା ପଜିଟିଭ ଙ୍କ ସଂଖ୍ୟା କମିଛି। ଆଜି ଶନିବାର ଫୁଲବାଣୀ ସହରରୁ ୧୫ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।
ଆଜି ଫୁଲ ବାଣୀ ସହରର ଏଫସିଆଇ ଛକରୁ ୪ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇ ଥିବା ବେଳେହାଉସିଂ ବୋର୍ଡ କଲୋନୀର ୨, ଡିଏଚଏଚ ରୁ ୩ ଜଣ ଓ ଦିବ୍ୟଜିବନ ସଂଘ ନିକଟରୁ ୩ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ବ୍ରାହ୍ମଣ ସାହି ସାଇ ମନ୍ଦିର ସାମନା .ଓ ଆଡ଼ା ସିପଡା ରୁ, ଜଣେ ଲେଖାଏଁ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।

ସେହିପରି ଶନିବାର ଜିଲ୍ଲାର ବାଲିଗୁଡ଼ା ସହରରୁ ଜ6ଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୪ଜଣ, ,ଦ।ରିଙ୍ଗବାଡି ୪. ଚକାପାଦ ୪,ଖଜୁରୀପଡ଼ା ୩,ଜିଉ ଦୟଗିରି ର ଜଣେ
ଫିରିଙ୍ଗିଆ ୪,, , କନୂଆଗାଁ ୫. ଟିକା ବାଲିର ୬, ତୁମୁଡିବନ୍ଧ ଏଓ କୋଟଗଡ଼ରୁ ୧ଜଣ କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।

ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୮ହଜାର ୯୮୯ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇ୭ ହଜାର ୯୮୪ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୯ ୬୬ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment