Home Breaking News / ତାଜା ଖବର ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ପୋଲିସ କଲା କୋର୍ଟ ଚାଲାଣ

ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ପୋଲିସ କଲା କୋର୍ଟ ଚାଲାଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ପୋଲିସ କଲା କୋର୍ଟ ଚାଲାଣ… ଗତ ଏପ୍ରିଲ ମାସ 5 ତାରିଖରେ ଷଣ୍ଢକୁଦ ବସ୍ତିରେ ବି ପର୍ଶୁରାମ ଙ୍କ ଅଠର ବର୍ଷର ପୁଅ ବି ଚିନି ରାଓ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା… ଏହି ଘଟଣା ପରେ ଚିନି ରାଓ ର ବାପା ମା ତାର ସାଙ୍ଗ ମାନଙ୍କ ଠାରୁ ସେହି ବସ୍ତିର ଜଣେ ବ୍ୟକ୍ତି ମୁଥୁ ଦେବୁଡୁ ଚିନି କୁ ବାରମ୍ବାର ଧମକ ଚମକ ଦେଉଥିବା ଓ ମାଡ ମାରିଥିବା ଖବର ପାଇଥିଲେ ଏବଂ ଗୋଟେ ଦିନ ପରେ ନିକଟସ୍ଥ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ… ପୋଲିସ କେସ୍ ନମ୍ବର 5/2021 ଓ ଧାରା 306 ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା… ଗତକାଲି ପୋଲିସ ତଦନ୍ତ ଶେଷ କରି ଅଭିଯୁକ୍ତ ମୁଥୁ ଦେବୁଡୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି

related posts

Leave a Comment