Home Breaking News / ତାଜା ଖବର ରାଇକିଆରେ ରାଜସ୍ବ ରଥର ଶୁଭାରମ୍ଭ

ରାଇକିଆରେ ରାଜସ୍ବ ରଥର ଶୁଭାରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ଶୁକ୍ରବାର ରାଇକିଆ ତହସିଲ ପକ୍ଷରୁ ଏକ ରାଜସ୍ଵ ରଥକୁ ତହସିଲଦାର ଦାୟିତ୍ଵରେ ରହିଥିବା ଅକ୍ଷୟ ପାଣି ଟୁଡୁଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି। ରାଜସ୍ଵ ବିଭାଗର ପକ୍ଷରୁ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ତହସିଲରେ ଏହି ପରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ରାଜସ୍ଵ ରଥର ଭ୍ରମଣ ଉଦ୍ଧେଶ୍ୟ ଏହି କରୋନା ମହାମାରୀ ସମୟରେ ଲୋକେ ତହସିଲ କାର୍ଯ୍ୟାଳୟ ନ ଆସି ସେମାନଙ୍କ ସୁବିଧା ଦୃଷ୍ଟିରେ ରଖି ଘର ପାଖରେ ପହଞ୍ଚି ଥିଲା ପ୍ରଶାସନ‌। ଆଜି ପ୍ରଥମେ ରାଇକିଆ ବ୍ଲକ୍ ଅନ୍ତର୍ଗତ ମଣ୍ଡାକିଆ ଗ୍ରାମପଞ୍ଚାୟତରୁ ଲୋକେଙ୍କ ଆଗତ କରାଯାଇ ଥିବା ସେମାନଙ୍କ ଆବଶ୍ୟକ ଘରବାରି ଜମିପଟ୍ଟା,ଜାତି ସାର୍ଟିଫିକେଟ ଦିଆଯାଇଛି। ଆଗକୁ ଅନ୍ୟାନ୍ୟ ପଞ୍ଚାୟତରେ ଯେଉଁ ମାନେ ଏହି ସବୁ ପ୍ରମାଣ ପତ୍ର ପାଇବେ ସେମାନଙ୍କୁ ମଧ୍ୟ ଦିଆଯିବାର ବନ୍ଦୋବସ୍ତ କରାଯିବାର ପାଇଁ ତହସିଲ ପ୍ରଶାସନ ପକ୍ଷରୁ କୁହାଯାଇଛି କୁହାଯାଇଛି।

related posts

Leave a Comment