Home Breaking News / ତାଜା ଖବର ଆକ୍ରାନ୍ତ ଚି଼ହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା

ଆକ୍ରାନ୍ତ ଚି଼ହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡେରାବିଶ(ଅଶୋକ ମିଶ୍ର): କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ପଞ୍ଚାୟତ ର 9 ନମ୍ବର ୱାର୍ଡ ଭଣଗା ଗ୍ରାମରେ 31ଜଣଙ୍କ କରୋନା ପଯେଟିବ ଚି଼ହ୍ନଟ ହେବା ପରେ ଉକ୍ତ ଗ୍ରାମକୁ ଚାନ୍ଦୋଳ ସରପଞ୍ଚ ଙ୍କ ତତ୍ୱାବଧାନ ରେ ତହସିଲଦାର, ମେଡିକାଲ ଟିମ, ଓ ଅନ୍ୟାନ ପ୍ରଶାସନିକ ଦ୍ୱାରା cotenment କରାଯାଇ, ଗ୍ରାମକୁ ସମସ୍ତ ଯାତାୟାତ ପଥକୁ ଆଜି ସିଲ କରାଯାଇଛି.

related posts

Leave a Comment