Home Breaking News / ତାଜା ଖବର ଆମାଜନ ସିଇଓ ପଦରୁ ଇସ୍ତଫା ଦେବେ ଜେଫ୍ ବେଜୋସ: ଜାଣନ୍ତୁ କିଏ କେବେ ହେବେ ଆମାଜନର ନୂଆ ସିଇଓ?

ଆମାଜନ ସିଇଓ ପଦରୁ ଇସ୍ତଫା ଦେବେ ଜେଫ୍ ବେଜୋସ: ଜାଣନ୍ତୁ କିଏ କେବେ ହେବେ ଆମାଜନର ନୂଆ ସିଇଓ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶ୍ୱର ଅନ୍ୟତମ ସବୁଠାରୁ ବଡ ଅନଲାଇନ ବ୍ୟବସାୟ କରୁଥିବା ସଂସ୍ଥା ଆମାଜନର ସିଇଓ ଜେଫ୍ ବେଜୋସ୍ ଇସ୍ତଫା ଦେବେ । ଆସନ୍ତା ଜୁଲାଇ ୫ ତାରିଖରେ ଆମାଜନ୍ ସିଇଓ ତାଙ୍କର ପଦରୁ ଇସ୍ତଫା ଦେବେ । ସେହିଦିନ କମ୍ପାନୀର ପ୍ରତିଷ୍ଠା ଦିବସ । ଆଉ ଏହି ପ୍ରତିଷ୍ଠା ଦିବସରେ ଆମାଜନର ନୂଆ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିବେ ଆଣ୍ଡି ଜାସି । ଇଂଟରନେଟ୍ ବୁକ ୍‌ଷ୍ଟୋରରୁ ଅନଲାଇନ ସପିଂ ଯାଏଁ ନିଜର ବ୍ୟବସାୟ ବିସ୍ତାର କରିଛି ଆମାଜନ । ବର୍ତମାନ ଆମାଜନର କାର୍ଯ୍ୟନିର୍ବାହୀ ଅଛନ୍ତି ଆଣ୍ଡି ଜାସି । ଆଗାମୀ ୫ ତାରିଖରେ ସେ ଆମାଜନର ପରବର୍ତୀ ସିଇଓ ଦାୟିତ୍ୱ ଗ୍ରହଣ କରିବେ ।
୨୭ ବର୍ଷ ତଳେ ଜୁଲାଇ ୫ ତାରିଖରେ ହିଁ ନିଜର ବ୍ୟବସାୟ ଆରମ୍ଭ କରିଥିଲା ଆମାଜନ । ବେଜୋସ୍ ମାତ୍ର ୫୭ ବର୍ଷ ବୟସରେ ୧୬୭ ବିଲିୟନ ଡଲାର ସହିତ ଆମାଜନକୁ ସଫଳତାର ଶୀଖର ଛୁଆଁଇଛନ୍ତି ।

related posts

Leave a Comment