Home Breaking News / ତାଜା ଖବର ଝିଲ୍ଲୀ ଦଶୀପୁର ରାସ୍ତା ଗଛ ପଡି ରାସ୍ତା ଅବରୋଧ

ଝିଲ୍ଲୀ ଦଶୀପୁର ରାସ୍ତା ଗଛ ପଡି ରାସ୍ତା ଅବରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ପଞ୍ଚାୟତ ମାଟିଆ ସାହି ପାଖରେ ଥିବା ବିଶାଳ ଆମ୍ବ ଗଛ ୟସ ବାତ୍ୟା ପ୍ରକୋପରେ ଭାଙ୍ଗି ଯିବା ଦ୍ୱାରା ଗଛ ରାସ୍ତା ଉପରେ ପଡିବାରୁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହେଇଯାଇଅଛି ।ଏହି ରାସ୍ତା ଉପରେ ଦଶୀପୁର, ମହାବିରୋଡ଼, ଝିଲ୍ଲୀ ପଞ୍ଚାୟତ ର ଜନସାଧାରଣ ନିର୍ଭର କରିଥାନ୍ତି ।ଏହି ଗଛ ପଡିବା ଦ୍ୱାରା ବିଦୂତ ତାର ଛିଣ୍ଡିଯିବା ଦ୍ୱାରା ଝିଲ୍ଲୀ ଗାଁ ସମ୍ପୂର୍ଣ ଅନ୍ଧାର ଥିଲା ବିଦୂତ ବିଭାଗ ତରଫରୁ ଆସି ବିଦୂତ ମରାମତି କରିଥିଲେ।ଝିଲ୍ଲୀ ସରପଞ୍ଚ ସୁଶାନ୍ତ କୁମାର ସାହୁ ଙ୍କ ଯୋଗାଯୋଗ କରିବାରୁ ସେ କହିଛନ୍ତି ପ୍ରଶାସନ କୁ ଜଣାଇ ରାସ୍ତାରୁ ଗଛ ହଟାଇବାର ବ୍ୟବସ୍ଥା କରାଯିବ।

related posts

Leave a Comment