Home Breaking News / ତାଜା ଖବର ଫୁଲବାଣୀରୁ ୬ ଓ ଜିଲ୍ଲାରୁ ୮୫ ନୂତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୬ ଓ ଜିଲ୍ଲାରୁ ୮୫ ନୂତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଗୁରୁବାର କନ୍ଧମାଳ ଜିଲ୍ଲାରେ କରେ। ନା ପଜିଟିଭ ଙ୍କ ସଂଖ୍ୟା ଶହେ ତଳକୁ ଖସିଛି। ଆଜି ବୁ ଧବାର ଜିଲ୍ଲାରେ ମୋଟ ୮୫ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୬ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର କେନ୍ଦୁପଦର ଅଞ୍ଚଳରୁ ଜଣକରେ । ନା ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ପେଜିଂ ସାହି, ଶ୍ରୀରାମନଗର, ଫରେଷ୍ଟ କଲୋନୀ, ମହିଳା ମହାବିଦ୍ୟାଳୟ ସାମନାରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଗୁରୁବାର ଜିଲ୍ଲାର ବାଲିଗୁଡ଼ା ସହରରୁ ୫ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୨ଜଣ, ,ଦ।ରିଙ୍ଗବାଡି ୫ ଜଉଦୟଗିରି ୪, ଚକାପାଦ ୫,ଖଜୁରୀପଡ଼ା ୧୯
ଫିରିଙ୍ଗିଆ ୧୧,, ରାଇକିଆ ୫, କନୂଆଗାଁ ୫. ଟିକା ବାଲିର ୯, ତୁମୁଡିବନ୍ଧ ୩,ଓକୋଟଗଡ଼ ୫ ଜଣ କରେ । ନାପଜିଟିଭ
ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳର ଜଣେ ବାହାରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୮ହଜାର ୮୩୪ ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇ୭ ହଜାର ୮୧୬ ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୯୭୯ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

related posts

Leave a Comment