Home Breaking News / ତାଜା ଖବର ବନବିଭାଗର ଚଢ଼ାଉ ଲକ୍ଷାଧିକ ଟଙ୍କାର କାଠ ଜବତ

ବନବିଭାଗର ଚଢ଼ାଉ ଲକ୍ଷାଧିକ ଟଙ୍କାର କାଠ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ପାଟଣାଗଡ଼ ବନବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଘସିଏନ ରାସ୍ତାରେ ଥିବା ଧୋଡ଼ ମହୁଲ ଛକରେ ଦମକୀ ପାଳି ରୁ ଏକ 407 ମିନିଟ୍ରକରେ ବିପୁଳ ପରିମାଣର ଖଇର କାଠ ଚୋରାରେ ପାଟଣାଗଡ଼ କୁ ଆସୁଥିବା ସମୟରେ ଲରମ୍ଭାଓ ପାଟଣାଗଡ଼ ବନବିଭଗର ମିଳିତ ଚଢ଼ାଉକରି ଉକ୍ତ ମିନିଟ୍ରକରୁ ବିପୁଳ ପରିମାଣର ଖଇର କାଠ ଜବତ କରି ସ୍ଥାନୀୟ ବନ ବିଭାଗର କାର୍ଯ୍ୟାଳୟ କୁ ଆଣି ଗାଡିର ଚାଳକ ଆନନ୍ଦ ମହାକୁଡ଼ କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛନ୍ତି। ଜବତ ହୋଇଥିବା କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଲରମ୍ଭା ଫରେଷ୍ଟର କହିଛନ୍ତି।

related posts

Leave a Comment