Home Breaking News / ତାଜା ଖବର ବିଧାୟକ ତାରାଙ୍କ କରୋନା ସଚେତନତା ଏବଂ ମାସ୍କ ବଣ୍ଟନ

ବିଧାୟକ ତାରାଙ୍କ କରୋନା ସଚେତନତା ଏବଂ ମାସ୍କ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୟପୁର :(ଏ. ଦୁର୍ଗା ପ୍ରସାଦ ): ଆଜି ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କ ଦ୍ୱାରା ସ୍ଥାନୀୟ ମହାତ୍ମାଗାନ୍ଧୀ ରୋଡ଼ରେ ମାସ୍କ ବଣ୍ଟନ କରାଯାଇଥିଲା। ମାସ୍କର ସଦବ୍ୟବହାର ଏବଂ ସାମାଜିକ ଦୂରତ୍ୱ ରଖିବା ଦ୍ୱାରା ଆମେ କୋରନା ମହାମାରିରୁ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ମଧ୍ୟ କରିପାରିବା ବୋଲି ସେ ଲୋକଙ୍କୁ ଅନୁରୋଧ କରିଥିଲେ।ଉକ୍ତ ସମୟରେ ନରେନ୍ଦ୍ର ମହାନ୍ତି, ନିହାର ବିଶୋଇ,ସତ୍ୟ ନାୟକ, ଈଶ୍ୱର ଶାରାଫ, ପି ବାଲାଜୀ ଇତ୍ୟାଦି ଉପସ୍ଥିତ ଥିଲେ। ତାରାଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଂଶସା କରାଯାଇଛି |

related posts

Leave a Comment