Home Breaking News / ତାଜା ଖବର ରାଜଗାଙ୍ଗପୁର ରେଳ ଧାରଣାରେ କଟି ବୃଦ୍ଧାଙ୍କ ମୃତ୍ୟୁ

ରାଜଗାଙ୍ଗପୁର ରେଳ ଧାରଣାରେ କଟି ବୃଦ୍ଧାଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜଗାଙ୍ଗପୁର(ଅଟଳ ବିହାରୀ ପଣ୍ଡା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଏକ ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି !ଆଜି ଭୋର ସକାଳେ ଜଣେ ବୃଦ୍ଧ ରେଳ ଲାଇନ ରେ ଆସୁଥିବା ମାଲ ବୋଝେଇ ଗାଡି ରେ କଟି ଯାଇଥିଲେ!ପ୍ରାପ୍ତ ସୂଚନା ଅନୁଯାଇ ଆଜି ଭୋର ପ୍ରାୟ 4ଟା ସମୟ ରେ ଅପ ଲାଇନ ରେ ଆସୁଥିବା ଏକ ମାଲବୋଝେଇ ଗାଡି ରେ କଟି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିଲା !ମୃତ ବୃଦ୍ଧ ଜଣକ ରାଜଗାଙ୍ଗପୁର ପୌର ପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର 17 ଷ୍ଟେସନ ପଡା ନିବାସୀ ସମର ସରକାର ବୋଲି ଜଣାପଡିଛି !ଏହି ଘଟଣା କୁ ନେଇ ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ଏହା ହତ୍ୟା କି ଆତ୍ମ ହତ୍ୟା ତାହା ସନ୍ଦେହ ଘେର ରହିଛି !

related posts

Leave a Comment