Home Breaking News / ତାଜା ଖବର ୟାସ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ

ୟାସ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହି): ସାମୁଦ୍ରିକ ଝଡ଼ ୟାସ ର ମୁକାବିଲା ପାଇଁ ରାଜ୍ୟରେ ଉପକୂଳର୍ବୀ ଅଞ୍ଚଳରେ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ୍ ପ୍ରସ୍ତୁତ ହୋଇଛନ୍ତି।କିଭଳି ବାତ୍ୟା କ୍ଷୟ କ୍ଷତି କୁ ରକାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ପଦକ୍ଷେପ ନେଇଛନ୍ତି।ସେହିପରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ୟାସ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି।ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସରଞ୍ଜାମ ପ୍ରସ୍ତୁତ କରି ପୂର୍ବ ପ୍ରସ୍ତୁତି କରାଯାଇଛି।ବୋରିଗୁମ୍ମା ଅଗ୍ନିଶମ ବିଭାଗ ପକ୍ଷରୁ ଯେକୋୖଣସି ପରିସ୍ଥିତି ରେ ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଫାୟାର ଅଧିକାରୀ ଦୁରାଦକ୍ଷ ବାଘ ସୂଚନା ଦେଇଛନ୍ତି।ସେହିପରି ବୋରିଗୁମ୍ମା ବିଡ଼ିଓ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି।

related posts

Leave a Comment