Home Breaking News / ତାଜା ଖବର କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ୟସ୍ ର ସ୍ଥିତି

କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ୟସ୍ ର ସ୍ଥିତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡ଼ା(ସୁନୀଲ ସାହୁ): ୟାସ୍ ମୁହଁରେ ଥିବା ୪ ଟି ଜିଲ୍ଲାରୁ କେନ୍ଦ୍ରାପଡ଼ା ରେ ତାର କୋପ ଆରମ୍ଭ କରିଦେଲାଣି l ପବନ ସହ ବର୍ଷା ବି ହେଲାଣି l କୋଉଠି ଭାଙ୍ଗିଲାଣି ଗଛ ତ ଆଉ କୋଉଠି ଭଉଜୁଡ଼ିଗଲାଣି ଚାଳ ଛପର ବାସ l ବାତ୍ୟା ସ୍ଥଳ ଭାଗ ଛୁଇଁବା ଆଗରୁ ରାଜନଗର ରେ ଉଜୁଡ଼ି ଯାଇଛି ସବୁ କିଛି l ଏଣେ ସମୁଦ୍ର ଅଶାନ୍ତ ହେବା ପରେ ଫୁଲି ଉଠୁଛି ବୈତରଣୀ ନଦୀର ଜଳସ୍ତର l ଫଳରେ କେନ୍ଦ୍ରାପଡ଼ା ବରଡିଆ ପଞ୍ଚାୟତ ର ନଦୀ କୂଳର ୫୦ ଟି ପାରିବାର ଏବେ ଜଳବନ୍ଦୀ ହୋଇଛନ୍ତି l କେବଳ କେନ୍ଦ୍ରାପଡ଼ା ନୁହେଁ ଉତ୍ତର ଏବଂ ପୂର୍ବ ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ତ୍ତମାନ ଏଭଳି ସ୍ଥିତି ଦେଖାଦେଇଥିବା ବେଳେ ସ୍ଥାନାନ୍ତର ପ୍ରକିୟାକୁ ଜୋରଦାର କରାଯାଇଛି l

related posts

Leave a Comment