Home Breaking News / ତାଜା ଖବର ରାଜ୍ୟ ମାନଙ୍କୁ ପଠାଯାଇଥିବା ଭଣ୍ଟିଲେଟର ମଧ୍ୟରୁ ୮୦ଭାଗ ସଂଯୋଗ ହେବା ପୂର୍ବରୁ ଖରାପ ହୋଇ ଖତ ଖାଉଛି

ରାଜ୍ୟ ମାନଙ୍କୁ ପଠାଯାଇଥିବା ଭଣ୍ଟିଲେଟର ମଧ୍ୟରୁ ୮୦ଭାଗ ସଂଯୋଗ ହେବା ପୂର୍ବରୁ ଖରାପ ହୋଇ ଖତ ଖାଉଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର(ଶ୍ରୀନିବାସ ପଟ୍ଟନାୟକ): PMO ତରଫରୁ ସବୁ ରାଜ୍ୟ ମାନଙ୍କୁ ପଠାଯାଇଥିବା ଭଣ୍ଟିଲେଟର ମଧ୍ୟରୁ ୮୦ଭାଗ ସଂଯୋଗ ହେବା ପୂର୍ବରୁ ଖରାପ ହୋଇ ଖତ ଖାଉଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ହୀରା ଗଚ୍ଛିତ କୋଟ କୁ ସୁରତର ଯେଉଁ ହୀରା ବେପାରୀ କୋଟିଏ ଟଙ୍କା ଦେଇ କିଣିଥିଲା ସେହି Dharmanandan Diamonds Pvt Ltd କମ୍ପାନୀ ମୋଦିଙ୍କ ଆତ୍ମନିର୍ଭର ଭାରତ ଯୋଜନା ଅନୁଯାୟୀ ଭଣ୍ଟିଲେଟର ନିର୍ମାଣ କରିବା ପାଇଁ ଠିକା ପାଇଥିଲା।

related posts

Leave a Comment