Home Breaking News / ତାଜା ଖବର ଟ୍ରକ ଧକାରେ ବାଇକ ଆରୋହି ଗୁରୁତର

ଟ୍ରକ ଧକାରେ ବାଇକ ଆରୋହି ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ): ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଦଦରାଘାଟି ଭେଜିଆ ମଧ୍ୟରେ ଟ୍ରକ ଧକାରେ ବାଇକ ଆରୋହି ଗୁରୁତର ।ବସୁଲେଇ ପଞ୍ଚାୟତ ନିମଡିହ ଗ୍ରାମର ଯୁବକ ଗଣେଶ୍ୱର ସାହୁ(୨୯)ଖମାର ରୁ ନିଜ ଘରକୁ ଫେରିଥିଲା ବେଳେ ସନ୍ଧ୍ୟା ୬ ଟା ସମୟରେ ଟ୍ରକ ଧକାରେ ଗୁରୁତର ହେଇ ରାସ୍ତାରେ ପଡ଼ିଥିଲେ ।ଖବର ପାଇ ଦଦରାଘାଟି ଫାଣ୍ଡି ଅଧିକାରୀ ସୁଜିତ କୁମାର ସାହୁ ନିଜ ଗାଡ଼ିରେ ଆହତ ଯୁବକ କୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ମଣ୍ଡାପାଳ କୁ ନେଇଛନ୍ତି ଚିକିତ୍ସା ପାଇଁ ।ପୋଲିସ ପ୍ରଶାସନ ନିଜ ଗାଡ଼ିରେ ଆହତ ଯୁବକକୁ ଚିକିତ୍ସା ପାଇଁ ନେଇଥିବା କୁ ସାଧାରଣ ରେ ପ୍ରଶଂସା କରାଯାଇଅଛି ।ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ଜବତ କରିଛି ।ଏ ସମ୍ପର୍କ ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ ସ୍ୱାଇଁ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ତଦନ୍ତ ଜାରି ରହିଅଛି ।

related posts

Leave a Comment