Home Breaking News / ତାଜା ଖବର ଶିକ୍ଷକ ହେବ ତ ଏମିତି

ଶିକ୍ଷକ ହେବ ତ ଏମିତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ବର୍ଷା -ପବନ ଏବଂ କୋରନା ମହାମାରୀ କୁ ଖାତିର ନକରି ବାତ୍ୟା ୟାସ ର ସଫଳ ମୁକାବିଲା କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ରଂଗଣୀ ପଞ୍ଚାୟତର ଭେକ୍ଟା (ୱାର୍ଡ ନମ୍ବର-୧) ଗାଁର ଏ ଦୃଶ୍ୟ ଜଣେ ବୃଦ୍ଧାଙ୍କୁ କିପରି ଉଦ୍ଧାର କରି ସୁରକ୍ଷା ଜାଗାକୁ ନେଉଥିବା ଶିକ୍ଷକ ଜଣକ ହେଉଛନ୍ତି ଉତ୍ତର ଭେକ୍ଟା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୂର୍ଜୟ ମହାରଣା । ସେ କହିଲେ ସରକାର କାର୍ଯ୍ୟ ଆଗେ ଏବଂ ଲୋକ ସେବା ମୋର ଧର୍ମ ଯେକୌଣସି ପରିସ୍ଥିତି କୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି।

related posts

Leave a Comment