Home Breaking News / ତାଜା ଖବର ସପ୍ତାହକ ପରେ କମିଲା ଫୁଲବାଣୀରୁ ୧୦ ଓ ଜିଲ୍ଲାରୁ ୭୭ନୁତନ କରୋନା ପଜିଟିଭ ଚିହ୍ନଟ

ସପ୍ତାହକ ପରେ କମିଲା ଫୁଲବାଣୀରୁ ୧୦ ଓ ଜିଲ୍ଲାରୁ ୭୭ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଦୀର୍ଘ ଏକ ସପ୍ତାହ ପରେ ମଙ୍ଗଳବାର କନ୍ଧମାଳ ଜିଲ୍ଲାରେ କରେ। ନା ପଜିଟିଭ ଙ୍କ ସଂଖ୍ୟା ଶହେ ତଳକୁ ଖସିଛି । । ଜିଲ୍ଲାରେ ଆଜି ମୋଟ ୭୭ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୦ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ପଟା ବାଲିସାହି ରୁ ୩ ଜଣ ଓପିଅନପଡ଼ା ଅଞ୍ଚଳରୁ ୩ ଜଣ ଲେଖାଏଁ ପଜିଟିଭ ଚିହ୍ଟ ହୋଇଥିବାବେଳେ କେନ୍ଦୁପଦର, ଶଗଡିଆ ସାହି,ନଦି ଖଣ୍ଡି ସାହି, ପ୍ରେମଝରୀରୁ ଗୋଟିଏ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ମଙ୍ଗଳବାର ଜିଲ୍ଲାର ବାଲିଗୁଡ଼ା ସହରରୁ ୧୦ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୮ଜଣ, ,ଦ।ରିଙ୍ଗବାଡି ୧୨. ଜଉଦୟଗିରି ୩, ଚକାପାଦ ୯,ଖଜୁରୀପଡ଼ା ୩
ଫିରିଙ୍ଗିଆ ୬,, ରାଇକିଆ ୧,କନୂଆଗାଁରୁ ୭ ଜଣ . ଟିକା ବାଲିର ୨, ତୁମୁଡିବନ୍ଧ ୨,ଓକୋଟଗଡ଼ରୁ ୨ଜଣ କରେ । ନାପଜିଟିଭ
ରୋଗୀ ଚିହ୍ନଟ ହୋଇଛନ୍ତି ।
ଆଜିର ୭୭ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୯୦୯ଜଣ ପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ସେହିପରି ବର୍ତ୍ତମାନ ସୁଧା ଜିଲ୍ଲାରେ ୮୬୦୮କରୋନାସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମୋ ଟ ୭୬୬୦ଜଣ ସୁସ୍ଥ ହୋଇସାରିଛନ୍ତି ।
ସେହିପରି ଆଜିମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୩୯ରେ ପହଞ୍ଚିଛି
ଜିଲ୍ଲାପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି।
ସେହିପରି ସମସ୍ତଙ୍କୁଘରେ ରହିବାଲାଗି ପ୍ରଶାସନ ପକ୍ଷରୁ କୁହାଯାଉଛି । ଆବଶ୍ୟକସ୍ଥଳେ ଘରୁ ପଦାକୁ ବାହାରିଲେ ସର୍ବଦା ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷାକରିବା ଓ ହାତକୁ ବାରମ୍ଵାର ସାନିଟାଇଜ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

related posts

Leave a Comment