Home Breaking News / ତାଜା ଖବର ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ଦାବିପତ୍ର ପ୍ରଦାନ

ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ଦାବିପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ(ଦୀପକ କୁମାର ମାଝୀ): କରୋନା ପରିସ୍ଥିତି ରେ ପ୍ରତି କ୍ଷଣ ମୃତ୍ୟୁ ସହ ସାମ୍ନା କରି ଜନସାଧାରଣ ଙ୍କୁ ସେବା ଯୋଗେଇ ଆସୁଥିବା ଅଙ୍ଗନବାଡି କର୍ମୀ ବୋରିଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣୟ ରଞ୍ଜନ ବେହେରା ଙ୍କୁ ନିଜ ଦାବିପତ୍ର ଦେଇଛନ୍ତି l ମୁଖ୍ୟ ଦାବି ଗୁଡିକ ହେଲା-ଅଙ୍ଗନବାଡି କର୍ମୀମାନଙ୍କୁ ସୁରକ୍ଷା କବଚ(କୀଟ୍) ଦିଆଯାଉ l ଅଙ୍ଗନବାଡି କର୍ମୀ ଙ୍କର ମୃତ୍ୟୁ ହେଲେ ଯେଉଁ 7500 ପେନସନ ଟଙ୍କା ସରକାର ଘୋଷଣା କରିଛନ୍ତି ତାହାର ସରକାରୀ ଲିଖିତ ଭାବେ ଆଦେଶ ପତ୍ର ଦିଆଯାଉ ଏବଂ ଘୋଷଣା ହୋଇଥିବା ପଚାଶ ଲକ୍ଷ ବୀମା ରାଶି ର ମଧ୍ୟ ଲିଖିତ ଆଦେଶ ପତ୍ର ଦିଆଯିବାକୁ ଦାବି କରିଛନ୍ତି ବୋରିଗୁମ୍ମା ବ୍ଲକ ର ଅଙ୍ଗନବାଡି କର୍ମୀ l

related posts

Leave a Comment