Home Breaking News / ତାଜା ଖବର ବିନା ଅନୁମତିରେ ଭୋଜି: ପ୍ରଶାସନର ଚଢାଉ ୫ ହଜାର ଫାଇନ

ବିନା ଅନୁମତିରେ ଭୋଜି: ପ୍ରଶାସନର ଚଢାଉ ୫ ହଜାର ଫାଇନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ) ମହାମାରୀ କରେ । ନାରଦ୍ଵିତୀୟ ଲହର ରେ ସଂକ୍ରମଣ ସୀଙ୍ଗଙ୍କୁ ମୃତ୍ୟୁହାର ବଢ଼ୁଥିବାରୁ ସରକାର ଲକ ଡାଉନ ଘୋଷଣା କରିବା ସହ ବିବାହ ଭୋଜିଭାତ ଯାନିଯାତ୍ରା ଉପରେ କଟକଣା ଲଗାଇଛନ୍ତି । ତଥାପି ପ୍ରଶାସନର ବିନା ଅନୁମତିରେ ଭୋଜି କରି ୫ ହଜାର ଟଙ୍କା ଫାଇନ ଗଣି ଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର ବାକିଙ୍ଗିଆ ଗ୍ରାମର ଗୋଟିଏ ପରିବାର।
ଏହି ପରିବାର ସୋମ ବାର ଭୋଜି କରୁଥିବା ଖବର ପାଇ ପୋଲିସ ଓ ପ୍ରଶାସନ ପକ୍ଷରୁ ଚଢ଼ାଉ କରି ଭୋଜି ବନ୍ଦ କରିବା ସହ ଗୃହକର୍ତ୍ତାଙ୍କଠାରୁ ୫ ହଜାର ଟଙ୍କା ଆଦାୟ କରାଯାଇଥିଲା ।
ପ୍ରଶାସନ ପକ୍ଷରୁ ଏତେ ସଚେତନ କରିବା ସତ୍ତ୍ଵେ ଲୋକେ ସୁଧୁରୁନାହାନ୍ତି ଯାହାକି ଉଦବେଗର ବିଷୟ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ।
ଏଥିପ୍ରତି ପ୍ରଶାସନ ସତର୍କ ଦୃଷ୍ଟି ରଖିଥିବା ଜଣାପଡିଛି ।

related posts

Leave a Comment