Home Breaking News / ତାଜା ଖବର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବନ୍ଦର ସମୁଦ୍ରର ଦୃଶ୍ୟ

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବନ୍ଦର ସମୁଦ୍ରର ଦୃଶ୍ୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ନିଗମାନନ୍ଦ ଦାଶ): ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବନ୍ଦର ସମୁଦ୍ରର ଦୃଶ୍ୟ,ବନ୍ଦର ହେନ୍ତାଳ ବନର ଦୃଶ୍ୟ,ଦେବୀନଦୀ କୂଳରେ ମସ୍ୟଜୀବୀ ମାନେ ନିଜ ଡଙ୍ଗାକୁ ମଧ୍ୟରେ ବାଲି ଭରି ନଦୀ ମଧ୍ୟରେ ବୁଡାଇ ସୁରକ୍ଷିତ ରଖିବାର ଦୃଶ୍ୟ
ଏହା ପରେ ଦେଖନ୍ତୁ ବନ୍ଦର ରେ ଥିବା ବାତ୍ୟା ଆଶ୍ରୟ ସ୍ଥଳକୁ
ସ୍ଥାନ ବରମୁଣ୍ଡଳୀ ପଞ୍ଚାୟତ ବାଲିପାଟଣା ଗ୍ରାମର ଏହି ଗ୍ରାମରେ୯୦% , ଲୋକ ଧୀବର ଓ ଏମାନେ ମୁଖ୍ୟତଃ ଦେବୀନଦୀ ରେ ମାଛ ଧରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି।ଗ୍ରାମରେ ପ୍ରାୟ ୨ ହଜାର ଲୋକ ବସବାସ କରନ୍ତି
ବରମୁଣ୍ଡଳି,ମର୍ଚିପୂର୍,କୁସୁପୁର,ବାଲିପାଟଣା,ବଳିଯୋରି,ବନ୍ଦର,ତେନ୍ତୁଲି ବେଲାରି,ଏହି ସବୁ ସ୍ଥାନରୁ କିଛି ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି କିଛି ଆସିନାହାନ୍ତି ଏଠାରେ ମଧ୍ୟ ସବୁ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ ସାରିଥିବା ବେଳେ ମନ୍ତ୍ରୀ ରଘୁନନ୍ଦନ ଦାସ,ବିଡ଼ିଓ,ତହସିଲଦାର,ବାଲିକୁଦା ଥାନା ର ଆଇଆଇସି ସମସ୍ତେ ଆସିଥିଲେ ଆଉ ପଚାରି ବୁଝିଥିଲେ କଣ ଅସୁବିଧା ଅଛି କଣ ପାଇଁ ସବୁ ତଳିଆ ଅଞ୍ଚଳ ଲୋକ ଏପରଯ୍ୟନ୍ତ ଆସିନାହାନ୍ତି ଆଉ ମଧ୍ୟ କହିଛନ୍ତି ସେମାନଙ୍କୁ ସାନ୍ଧ୍ୟ 5 ଟା ବିତରେ ସ୍ଥାନାନ୍ତରଣ କରାଯାଉ

related posts

Leave a Comment