Home Breaking News / ତାଜା ଖବର ସୁବର୍ଣ୍ଣପୁର ଉପଜିଲ୍ଳାପାଳ ବିଭିନ୍ନ ଧାନ କ୍ରୟ କେନ୍ଦ୍ର ବୁଲି ଚାଷୀଙ୍କ ସୁବିଧା ବୁଝିଲେ

ସୁବର୍ଣ୍ଣପୁର ଉପଜିଲ୍ଳାପାଳ ବିଭିନ୍ନ ଧାନ କ୍ରୟ କେନ୍ଦ୍ର ବୁଲି ଚାଷୀଙ୍କ ସୁବିଧା ବୁଝିଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ସୁବର୍ଣ୍ଣପୁର ଉପଜିଲ୍ଳା ପାଲ ନିହାର ରଞ୍ଜନ କହଁର ବିଭିନ୍ନ ଧାନ କ୍ରୟ କେନ୍ଦ୍ର ବୁଲି ଚାଷୀଙ୍କ ସୁବିଧା ବୁଝିଲେ ା ସେ ପ୍ରଥକେ ସିଙ୍ଘିଯୁବା ସେବା ସମବାୟ ସମିତି, ସିନ୍ଧୁରପୁର ସେବାସମବାୟ ସମିତି,ବିନିକା ମଣ୍ଡି କୁ ଯାଇ ଚାଷି ଙ୍କ ହେଉଥିବା ଅସୁବିଧଶ- ବତ୍ତମାନ ଟୋକନ ସୋ କରୁନାହିଁ କି ଚାଷୀ ପାଖକୁ ମେସେଜ ଆସୁନାହିଁ, ୧୭ %ରୁ ଟିକିଏ ମୟସ୍ଚର ଥିଲେ ମିଲର ‌ଧାନ ନେଇନାହିଁ, କେତେକ ଚାଷୀଙ୍କ ଟୋକନ ଆସିନାହିଁ, କେତେକ ଚାଷୀ ଙ୍କ ରେଜିଷ୍ଟସନ ହୋଇଥିଲେ ମଧ୍ୟ ତାଲିକାରେ ଆସୁନାହିଁ ଏହି ପରି ଅନେକ ସମସ୍ୟା ଭିତରେ ରହି ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ଅଭିଯୋଗ କରୁଥିଲେ ା ଧାନକ୍ରୟ କେନ୍ଦ୍ରରେ ପିଇବାପାଣୀ, ଆଶ୍ରୟ ସ୍ଥଳି, ଆଦି ତଦାରଖ କରିବାସ ଆଗାମି ଦିନରେ ଆସୁଥିବା ବତ୍ୟା କୁ ଆଖି ଆଗରେ ରଖି ଚାଷୀ ଙ୍କୁ ସଚେତନ କରିବାସହ ଚାଷୀ ଙ୍କ ଧାନ ଯେପରି ବର୍ଷାରେ କ୍ଷତି ନହୁଏ ସେଥି ପ୍ରତି ଧାନକ୍ରୟ ସଂସ୍ଥାଙ୍କୁ ତାଲପତିରି ଆଦି ପଚାରି ବୁଝିଥିଲେ ା କେତେକ ପେସ୍ଖେଯ ରେ ମିଲର ରାଜ ଚଲାଇଥିବା ଅଭିଯୋଗ ହୋଇଥିଲା ା ବିନିକାଅଞ୍ଚଳରେ କେତେକ ଚାଷୀ ଧାନ କ୍ରୟ ସ୍ଥାରେ ନାମ ପଞ୍ଜିକୃତ ହୋଇ ଥିବା କହୁଥିଲାବେଲେ ସୋନପୁର ସିଏସଓ କାର୍ଯ୍ୟଳ‌ୟ ପକ୍ଷରୁ ଚାଷୀ ପଞ୍ଜିକୃତ ହୋଇ ନଥିବା ପ୍ରକାଶ କରୁଛନ୍ତି ା ଯାହାକି ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି ା ଆକେତେକ ଧାନକ୍ରୟ ସଂସ୍ଥା ପଞ୍ଜିକୃତରେ ଭୁଲ କରିଥିବାରୁ ଚାଷୀଙ୍କୁ ବତ୍ତମାନ ହଇରାର ହେବାକୁ ପଡ଼ୁଛି ା ସମସ୍ତ ବିଷୟ କୁ ବିଚାର କରି ଜିଲ୍ଲାପାଲ, ଚିପସିଏସଓ ସହିତ ଆଲୋଚନା କରି ତୁରନ୍ତ ଚାଷୀ ମାନଙ୍କର ଅସୁବିଧାର ସମାଧାନର ବାଟ ବାହର କରିବାକୁ ମୁ ଚେଷ୍ଟା କରିବାକୁ କହିଥିଲେ ଉପଜିଲ୍ଲାପାଲ ଶ୍ରୀ କହଁର ା ବିନିକା ତହସିଲଦାର ଅଲେଖ ଘୁଟା, ସୁପରଭାଇଜର ନିଳମଣୀ କୁଆଁର , ସିଙ୍ଘିଯୁବା ଓ ସିନ୍ଧୁରପୁର ଆରଆଇ ସମେତ ଚାଷୀ ମାନେ ଉପସ୍ତିତଥ୍‌ଲେ ା

related posts

Leave a Comment