Home Breaking News / ତାଜା ଖବର ଓଡିଶା ସାମ୍ବାଦିକ ସଙ୍ଘ ଫୁଲବାଣୀ ଶାଖା ଓ ଫୁଲବାଣୀ ୱେବ ମିଡିଆ ସଙ୍ଘ ତରଫରୁ ସ୍ମାରକପତ୍ର

ଓଡିଶା ସାମ୍ବାଦିକ ସଙ୍ଘ ଫୁଲବାଣୀ ଶାଖା ଓ ଫୁଲବାଣୀ ୱେବ ମିଡିଆ ସଙ୍ଘ ତରଫରୁ ସ୍ମାରକପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜି ଉଦୟଗିରି:ଫୁଲବାଣୀ ଠାରେ ଜଣେ ସାମ୍ବାଦିକ ଙ୍କୁ ପୋଲିସ ର ଦୁର୍ବ୍ୟବହାର ଓ ପୁରୀ ରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ମାଡ଼ ପ୍ରତିବାଦରେ ଓଡିଶା ସାମ୍ବାଦିକ ସଙ୍ଘ ଫୁଲବାଣୀ ଶାଖା ଓ ଫୁଲବାଣୀ ୱେବ ମିଡିଆ ସଙ୍ଘ ତରଫରୁ ଜି ଉଦୟଗିରି sdpo ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଅଛି ।ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର ଏକ ନୂତନ ଆଇନ ଆଣିବା ପାଇଁ ଓଡ଼ିଶା ସାମ୍ବାଦିକ ସଂଘ ର ରାଜ୍ୟ କୋଷାଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ ଦାବୀ କରିଛନ୍ତି।ଆଜି ଓଡ଼ିଶା ସାମ୍ବାଦିକ ସଙ୍ଘ କନ୍ଧମାଳ ଜିଲ୍ଲା ଶାଖା ତରଫରୁ ଉପ ସଭାପତି ଗଗନ ପ୍ରଧାନ,ସଭ୍ୟ ପତିତପାବନ ସାହୁ,ପ୍ରଶ୍ନ କୁମାର ମିଶ୍ର, ଚନ୍ଦ୍ର ଶେଖର ପାଢ଼ୀ,ଅନୀଲ ଦଲବେହେରା,ବଟକୃଷ୍ଣ ଦାଶ ପ୍ରମୁଖ ଯୋଗଦେଇଥିଲେ।

related posts

Leave a Comment