Home Breaking News / ତାଜା ଖବର ଫୁଲବାଣୀରୁ ୧୧ ଓ ଜିଲ୍ଲାରୁ ୧୦ ୩ ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୧୧ ଓ ଜିଲ୍ଲାରୁ ୧୦ ୩ ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ କରେ। ନା ଗ୍ରାଫ ତଳ ମୁହଁ । ହେବାର ନାଁ ଧରୁ ନି । ଶହେ ଉପରେ ହିଁ ରହୁଛିପ ଜିଟିଭ ଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ମଧ୍ୟ ଢ଼େର ହେଲାଣି। ହେଲେ ତାଲିକାରେ ଚଢୁନି । ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୫ଜଣ ଙ୍କ କରୋନା ଜନିତ ମୃତ୍ୟୁ ସ୍ଥାନ ପାଇଥିବାବେଳେ ଜିଲ୍ଲାରେ ୨୦ରୁ ଉର୍ଦ୍ଧ୍ଵ ଲୋକଙ୍କ ପ୍ରାଣହାନୀ ଘଟିଥିବା ଜଣା ପଡିଛି । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସୋମବାର ଜିଲ୍ଲାରେ ୧୦୩ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୧ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ଶ୍ରୀରାମନଗରରୁ ୩ ଜଣ , ଓ ହାଉସିଂ ବୋର୍ଡ କଲେ । ନୀରୁ ୩ ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକ କଲୋନୀ ରୁ ଜଣେ, ପେଟ୍ରୋଲ ପମ୍ପ ଜଣେ, ପୋଲିସ କଲୋନୀ ଜଣେ, ଅମଲାପଡା ଜଣେ,ଡିଏଚଏଚଜଣେ ଲେଖାଏଁ ପଜିଟିଭ ଚିହ୍ଟ ହୋଇଛନ୍ତି ।

ସେହିପରି ସୋମବାର ଜିଲ୍ଲାର ବାଲିଗୁଡ଼ା ସହରରୁ ୫ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୪ଜଣ, ,ଦ।ରିଙ୍ଗବାଡି ୯, ଜଉଦୟଗିରି ୧୩,, ଚକାପାଦ ୧୩,,ଖଜୁରୀପଡ଼ା ୮.
ଫିରିଙ୍ଗିଆ ୭,, ରାଇକିଆ ୨,କନୂଆଗାଁରୁ ୫ ଜଣ . ଟିକା ବାଲିର ୨, ତୁମୁଡିବନ୍ଧ ୪,କନୁଆଗାଁରୁ ୧୦ଜଣ
ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି
ଆଜିର ୧୦୩ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୯୩୫.ଜଣ ପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ସେହିପରି ବର୍ତ୍ତମାନ ସୁଧା ଜିଲ୍ଲାରେ ୮୫୩୧କରୋନାସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମୋ ଟ ୭୫୫୮ଜଣ ସୁସ୍ଥ ହୋଇସାରିଛନ୍ତି ।
ସେହିପରି ବର୍ତ୍ତମାନ ଯାଏମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୩୮ରେ ପହଞ୍ଚିଛି
ଜିଲ୍ଲାପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି।
ସେହିପରି ସମସ୍ତଙ୍କୁଘରେ ରହିବାଲାଗି ପ୍ରଶାସନ ପକ୍ଷରୁ କୁହାଯାଉଛି । ଆବଶ୍ୟକସ୍ଥଳେ ଘରୁ ପଦାକୁ ବାହାରିଲେ ସର୍ବଦା ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷାକରିବା ଓ ହାତକୁ ବାରମ୍ଵାର ସାନିଟାଇଜ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

related posts

Leave a Comment