Home Breaking News / ତାଜା ଖବର ବାତ୍ୟା ୟାସ ପାଇଁ ଛତ୍ରପୁର ଅଷ୍ଟମ ବାଟାଲିୟନର ଦୁଇଟି ଓଡ୍ରାଫ ଟିମ ଯାଜପୁର ଓ ପୁରୀ ଯାତ୍ରା

ବାତ୍ୟା ୟାସ ପାଇଁ ଛତ୍ରପୁର ଅଷ୍ଟମ ବାଟାଲିୟନର ଦୁଇଟି ଓଡ୍ରାଫ ଟିମ ଯାଜପୁର ଓ ପୁରୀ ଯାତ୍ରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଛତ୍ରପୁର(ନିରଞ୍ଜନ ପାଢ଼ୀ): ବନ୍ୟା ଆସୁ କି ବାତ୍ୟା ଆସୁ ଯେତବେଳେ ପ୍ରାକୃତିକ ବିପର୍ଯୟ ଆସିଥାଏ ସେତେବେଳେ ମନେ ପଡନ୍ତି ଛତ୍ରପୁର ର ଅଷ୍ଟମ ବାଟାଲିୟନ l ବାତ୍ୟା “ୟାସ” କୁ ମୁକାବିଲା କରିବା ପାଇଁ ଏଠାରେ ଥିବା ଦୁଇଟି ଓଡ୍ରାଫ ୟୁନିଟ ପୁରା ପ୍ରସ୍ତୁତ ହଇ ରହିଛନ୍ତି l ବାତ୍ୟା ଓ ବନ୍ୟା ପୀଡିତ ଲୋକଙ୍କୁ କିପରି ରେସକ୍ଯୁ କରିବା, ରାସ୍ତା ରେ ଗଛ ପଡିଲେ କିପରି ସଫା ସୁତୁରା କରିବେ ସେଥିପାଇଁ ପୁରା ଯୋଜନାବୋଧ ଭାବେ ପୁରା ଦମ ର ସହିତ ବ୍ୟବହାର ହଉଥିବା ବିଭିନ୍ନ ପ୍ରକାର ର ସରଞ୍ଜାମ ଧରି ଏହି ଟିମ ଆଜି ପୁରୀ ଓ ଯାଜପୁର ଜିଲ୍ଲା ଗସ୍ତ କରିଥବା ବାଟାଲିୟନ କାମାଣ୍ଡାଣ୍ଟ ଏସ. ଏନ. ମଲ୍ଲିକ ସୂଚନା ଦେଇଛନ୍ତି ଳ

related posts

Leave a Comment