Home Breaking News / ତାଜା ଖବର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ୮୦ଟି ଟେଷ୍ଟି କ୍ୟାମ୍ପ

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ୮୦ଟି ଟେଷ୍ଟି କ୍ୟାମ୍ପ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ଆଜି ରବିବାର ଟେଷ୍ଟିଂ ବନ୍ଦଥିବା ଯୋଗୁଁ ବଡମ୍ବାରେ କୋଭିଡ ଟେଷ୍ଟିଂ ହୋଇନାହିଁ କିନ୍ତୁ ବନ୍ଧହୁଡ଼ା ଓ ଗୁରୁଜାଙ୍ଗ ଗ୍ରାମବାସୀଙ୍କ ଅନୁରୋଧରେ ସ୍ୱାସ୍ଥ୍ୟକର୍ମଚାରୀମାନେ ୮୦ଟି RTPCR Testing ବନ୍ଧହୁଡ଼ାରେ କ୍ୟାମ୍ପ କରି କରିଥିବାରୁ ଧନ୍ୟବାଦ। ପୂର୍ବ ଟେଷ୍ଟିଂର ଆଜି ହସ୍ତଗତ ହୋଇଥିବା ରିପୋର୍ଟରୁ ସୁବଳୟାର ସାତଜଣ,ଗୁରୁଜାଙ୍ଗର ଜଣେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

related posts

Leave a Comment