Home Breaking News / ତାଜା ଖବର କରୋନା ମହାମାରୀ ସମୟରେ ଦେବଦୂତ ସାଜିଲା ସ୍ୱେଚ୍ଛାସେବୀ ସଂଗଠନ ହେଲପିଙ୍ଗହ୍ୟାଣ୍ଡ

କରୋନା ମହାମାରୀ ସମୟରେ ଦେବଦୂତ ସାଜିଲା ସ୍ୱେଚ୍ଛାସେବୀ ସଂଗଠନ ହେଲପିଙ୍ଗହ୍ୟାଣ୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ଜଗତପୁର ମୁଣ୍ଡା ସାହି ଅଞ୍ଚଳ ରେ 2ଜଣ ଦୃଷ୍ଟି ହୀନ ଦିବ୍ୟାଙ୍ଗ ପରିବାର କୁ ଏକ ମାସ ପାଇଁ ରାସନ, ସୁକିଲା ଖାଦ୍ୟ ଓ ସାନିଟାଇଜର ମାସ୍କ ପ୍ରଦାନ କରାଯାଇଛି. ଓ covid 19 ର ଟୀକା କିଭଳି ତାଙ୍କୁ ଦିଆଯିବ ସେଥିପ୍ରତି ମଧ୍ୟ ସଂଗଠନ ର ଦାୟିତ୍ୱ ରହିଛି ଏବଂ ଲକ ଡାଉନ ସମୟରେ ଏ ଦିବ୍ୟାଙ୍ଗ ପରିବାର କୁ କିଭଳି ଅସୁବିଧା ନ ହେବ ସେଥିପ୍ରତି ଧ୍ୟାନଦେଇ ଜେପର୍ଯନ୍ତ ଲକ ଡାଉନ ରହିବ ସେ ପର୍ଯନ୍ତ ତାଂକୁ ଖାଦ୍ୟ ଦେବାକୁ ପ୍ରତିଶୃତି ଦେଇ ଥିଲେ ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ ସଭାପତି ଷୌମିତ ସାମଲ, ସମ୍ପାଦକ ପ୍ରଭାତ ଜେନା,ପ୍ରଶାନ୍ତ ମହାପାତ୍ର ,ପ୍ରଦୀପ କୁମାର ସ୍ୱାଇଁ,ଜୀବନ ଜେନା, ପ୍ରଦ୍ୟୁମ୍ନ ପଣ୍ଡା,ନିଜାୟତ ଉଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ ଳ

related posts

Leave a Comment