Home Breaking News / ତାଜା ଖବର ସୁୟୋଗ ଇଣ୍ଡିଆର ମୁଖ୍ୟ ମନୋରଞ୍ଜନ ମହାପାତ୍ରଙ୍କ ପରଲୋକ

ସୁୟୋଗ ଇଣ୍ଡିଆର ମୁଖ୍ୟ ମନୋରଞ୍ଜନ ମହାପାତ୍ରଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ପଞ୍ଚାୟତ ଗୋପାଳପୁର ଗ୍ରାମର ତଥା ସୁୟୋଗ ଇଣ୍ଡିଆର ମୁଖ୍ୟ ମନୋରଞ୍ଜନ ମହାପାତ୍ର ଙ୍କର ଆଜି 53 ବର୍ଷ ବୟସରେ ଆଜି ଅକାଳ ବିୟୋଗ ଘଟି ଯାଇଛି। ନରସିଂହପୁର ସାର୍ପ ସଂଗଠନ, ଏକଲବ୍ୟ ଟ୍ରେନିଂ ସେଣ୍ଟର ଓ ନରସିଂହପୁର ମିନି ମାରାଥନ ର ମୁଖ୍ୟ ପୁରୋଧା ଓ ମୋ Friends, Guide, Philosopher ତଥା ଜଣେ ପରାଉପକରି ସୁଖ ଦୁଃଖ ର ବନ୍ଧୁ ଥିଲେ । ତାଙ୍କର ଅମର ଆତ୍ମା ର ସାଦ୍ଗତି କାମନା କରୁଅଛି ।

related posts

Leave a Comment