Home Breaking News / ତାଜା ଖବର ଯୁବକ ଓ ଯୁବତୀର ଝୁଲନ୍ତା ଶବ ଉଦ୍ଧାର

ଯୁବକ ଓ ଯୁବତୀର ଝୁଲନ୍ତା ଶବ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତରାମ ଦଣ୍ଡସେନା): ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଖଇରା ପଂଚାୟତ ର ମୁଣ୍ଡା ଗାଁ ରେ ଅଭାବନୀୟ ଘଟଣା ଘଟି ଯାଇଛି l
ଆଜି ସକାଳେ ଜଙ୍ଗଲ ରୁ ଯୁବକ ମହାବୀର ଭୋଇ ଓ ଯୁବତୀ ପିଲା ନାନୀ ଙ୍କର ଶବ ଦେଖିବା କୁ ମିଳିଥିଲା, ଯୁବକ ଜଣକ ବିବାହିତ ଅଟନ୍ତି, ଦୁଇ ଦିନ ତଳେ ସେଇ ଗ୍ରାମର ଜଣେ ଯୁବତୀ କୁ ଘରକୁ ଆଣି ଥିବାବେଳେ କଲି କଜିଆ ହୋଇଥିବା ସୂଚନା ମିଳିଛି, ପ୍ରେମିକ ପ୍ରେମିକା ଗତକାଲି ଠୁଁ ନିଖୋଜ ଥିଲେ, ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେର ରେ ଲୋକେ ରହିଛନ୍ତି, ବୋଡେ଼ନ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ଘଟଣା ର ତଦନ୍ତ ଚଳାଇ ଛନ୍ତି l

related posts

Leave a Comment