Home Breaking News / ତାଜା ଖବର ମାଡି ଆସୁଛି ବାତ୍ୟା ୟସ ଚିଲିକାକୁ ଯିବାକୁ ବାରଣ କଲା ପ୍ରଶାସନ

ମାଡି ଆସୁଛି ବାତ୍ୟା ୟସ ଚିଲିକାକୁ ଯିବାକୁ ବାରଣ କଲା ପ୍ରଶାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମଗିରି(ଚିତ୍ତରଞ୍ଜନ ମହାନ୍ତି): ମାଡିଆସୁଛି ବାତ୍ୟା ୟସ , ବାତ୍ୟା ୟସକୁ ନେଇ ଭୟଭିତ ବ୍ରହ୍ମଗିରି ବାସି ।ଏହି ମେ ମାସରେ ଆସିଥିଲା ଫନି,ରଚିଥିଲା ଭୟାନକ ବିଭୀଷିକା, ମାଟିରେ ମିସାଇଥିଲା ସବୁ କିଛି। ଏମିତିକି ମୁଣ୍ଡ ଉପୁରୁ ଉଡ଼ିନେଇଥିଲା ଛପର। ଅନେକ ପରିବାରକୁ ବାସହରା କରିଥିଲା ସାମୁଦ୍ରିକ ଝଡ଼ ଫନି,ଆଜିବି ଅନେକ ପରିବାର ତମ୍ବୁତଳେ ଆଶ୍ରୟ ନେଇଥିବା ବେଳେ, ପୁଣି ୟସ କୁ ନେଇଚିନ୍ତା ରେ ତମ୍ବୁତଳେ ଆଶ୍ରୟ ନେଇଉଥିବା ପରିବାର, ,ନା ମୁଣ୍ଡ ଗୁଞ୍ଜିବା ପାଇଁ ଅଛି ଖଣ୍ଡେ ଘର ନା ମିଳିଛି ସରକାରୀ ସହାୟତା । ଏବେ ଚିନ୍ତାରେ ବ୍ରହ୍ମଗିରି ଅନେକ ବାସହରା ପରିବାର । ଏପଟେ ଡାକ ବାଜିଯନ୍ତ୍ର ସାହାଯ୍ୟରେ ଚିଲିକାକୁ ନଯିବା ପାଇଁ ପ୍ରଶାସନ କଲା ବାରଣ ।

related posts

Leave a Comment