Home Breaking News / ତାଜା ଖବର ଅଜଣା ଗାଡି ଧକାରେ ଯୁବକ ମୃତ

ଅଜଣା ଗାଡି ଧକାରେ ଯୁବକ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ଛକ ଜାତୀୟ ରାଜପଥ ଏନ ଏଚ-୧୪୯ ଠାରେ ଏକ ଅଜଣା ଗାଡି ଧକ୍କାରେ ଯୁବକ ମୃତ ।ଯୁବକ ଜଣକ ହେଉଛନ୍ତି କଟକ ଜିଲ୍ଲା ତିଗିରିଆ ଥାନା ସାଲିଜଙ୍ଗ ଗ୍ରାମର ଯୁବକ ସମୀର କୁମାର ରାଉତ(୨୬)ନିଜର ଗ୍ଲାମର ଗାଡ଼ିରେ ତାଳଚେର ଆଡୁ ପାଲଲହାଡ଼ା ଆଡ଼କୁ ଯାଉଥିବା ସମୟରେ ଦୁର୍ଘଟଣା ହେଇଥିଲା ଘଟଣା ସ୍ଥଳରେ ଯୁବକ ଙ୍କର ମୃତ ହେଇଥିଲା ।ମହାବିରୋଡ଼ ପୋଲିସ ଏକ କେଶ ନମ୍ବର -୧୯୩/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ ସୂଚନା ଦେଇଛନ୍ତି ।

related posts

Leave a Comment