Home Breaking News / ତାଜା ଖବର ନେପାଳ ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି, ନଭେମ୍ୱର ୧୨ ଓ ୧୯ରେ ହେବ ଅନ୍ତରୀଣ ଭୋଟ

ନେପାଳ ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି, ନଭେମ୍ୱର ୧୨ ଓ ୧୯ରେ ହେବ ଅନ୍ତରୀଣ ଭୋଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ , ନେପାଳ ସଂସଦ ଭଙ୍ଗ କରିଛନ୍ତି । ସଂସଦ ଭଙ୍ଗ କରିବାକୁ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସୁପାରିଶକୁ ସମର୍ଥନ କରି ନେପାଳ ରାଷ୍ଟ୍ରପତି ଏହି ଘୋଷଣା କରିଛନ୍ତି। ନେପାଳର ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ନଭେମ୍ବର ୧୨ ଓ ୧୯ରେ ଅନ୍ତରୀଣ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ରାଷ୍ଟ୍ରପତିଙ୍କ କାର‌୍ୟ୍ୟାଳୟରୁ ଗଣମାଧ୍ୟମକୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ନେପାଳର ସମ୍ବିଧାନର ଧାରା ୭୬ (୭) ଆଧାରରେ ସଂସଦ ଭଙ୍ଗ କରାଯାଇଛି ଏବଂ ଅନ୍ତରୀଣ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମନ୍ତ୍ରୀ ପରିଷଦ ପ୍ରଥମ ପର‌୍ୟ୍ୟାୟରେ ୧୨ ନଭେମ୍ବରରେ ଏବଂ ଦ୍ୱିତୀୟ ପର‌୍ୟ୍ୟା ୟ ୧୯ ନଭେମ୍ବରରେ ନିର୍ବାଚନ କରିବାକୁ ସୁପାରିଶ କରିଥିଲା।

related posts

Leave a Comment