Home Breaking News ନକଲି ଗୁଟଖା ଗୋଦାମ ଉପରେ ଚଢ଼ାଉ

ନକଲି ଗୁଟଖା ଗୋଦାମ ଉପରେ ଚଢ଼ାଉ

by Times One Odia
Share with
     
 
 
   

କଟକ(ଗୁରୁଦତ୍ତ ମହାନ୍ତି): କଟକ ସହରର ବାଦାମବାଡି ଥାନା ଅଞ୍ଚଳରେ ଥିବା ଏକ ବେଆଇନ ଗୁଟଖା ଗୋଦାମରେ ଚଢ଼ାଉ କଲା ପୋଲିସ। ପୁରୀ ବସଷ୍ଟାଣ୍ଡ ପଛପଟେ ବେଧଡକ ଚାଲିଥିଲା ଏହି ନକଲି ଗୁଟଖା ବ୍ୟବସାୟ । ଆଜି ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇ ସି ଏମ ସି ଅଧିକାରୀ ମାନଙ୍କର ସହ ମିଶି ଅତର୍କିତ ଚଢ଼ାଉ କରିଥିଲା ଏହି ନକଲି ଗୋଦାମ ଉପରେ। ମୋଟ ୧୩୬ ବସ୍ତା ନକଲି ଗୁଟଖା ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ।। ଏହି ଘଟଣାରେ ଜଣେ ଅଟକ ଥିବା କଥା କହିଛନ୍ତି ବାଦାମ ବାଡ଼ି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର।

related posts

Leave a Comment