Home Breaking News / ତାଜା ଖବର ଶୁଖିଲା ଖାଦ୍ୟ ବଣ୍ଟନ

ଶୁଖିଲା ଖାଦ୍ୟ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କନ୍ଧମାଳ:ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ଶୁଖିଲା ଖାଦ୍ୟ ବଣ୍ଟନ।
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତ ଖୁଣ୍ଟଲାଝର ଗ୍ରାମ ରେ ଶୁଖିଲା ଖାଦ୍ୟ, ମାସ୍କ୍ ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ , ବାଦଲ ପାଢ଼ୀ, ମାନସ ନାୟକ, କରୁଣାକର ଦେହୁରୀ, ବଳରାମ ବିନ୍ଧାଣି ଓ କବିଚନ୍ଦ୍ର ପ୍ରଧାନ ବଣ୍ଟନ ରେ ସହୋଜୋଗୋ ର ହାତ ବଢ଼ାଇଥିଲେ।

related posts

Leave a Comment