Home Breaking News ଫୁଲବାଣୀରୁ ୮ ଓ ଜିଲ୍ଲାରୁ ୧୩୨ ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୮ ଓ ଜିଲ୍ଲାରୁ ୧୩୨ ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
     
 
 
   

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ କରେ। ନାଗ୍ରାଫ ତଳ ମୁହଁ । ହେବାର ନାଁ ଧରୁ ନି । ଶନିବାର ଜିଲ୍ଲାରୁ ୧୩୨ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୮ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ଏମଆଇ କଲୋନୀ ରୁ ଜଣେ ,ଓଲଡ଼ ଏଲଆଇସି କଲୋନୀ, ପିଅନପଡ଼ା,ପଠାବାଲି, ଏଫସିଆଇ ଛକ, କଣ୍ଟ୍ରାକ୍ଟରପଡ଼ା,କେନ୍ଦ୍ରୁପଦର, ଓ ଏଗ୍ରିକଲଚର କଲୋନୀ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି ଶନିବାର ଜିଲ୍ଲାର କୋଟ ଗଡ଼ ବ୍ଳକରେ ସର୍ବାଧିକ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବାଲିଗୁଡ଼ା ସହରରୁ ୧୦ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୪ ଜଣ, ,ଦ।ରିଙ୍ଗବାଡି ୫.ଜଉଦୟଗିରି ୪, ଚକାପାଦ ୪,ଖଜୁରୀପଡ଼ା ୭.
ଫିରିଙ୍ଗିଆ ୫,, ରାଇକିଆ ୧୪,କନୂଆଗାଁରୁ ୮ ଜଣ .
ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳ ଅଞ୍ଚଳର ୩ଜଣ ବାହାରେ କରୋନାପଜିଟିଭ ଚିହ୍ନଟ ହୋଇଛନ୍ତି
ଆଜିର ୧୩୨ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୮ ୯ ୩ଜଣ ପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ସେହିପରି ବର୍ତ୍ତମାନ ସୁଧା ଜିଲ୍ଲାରେ ୮୩୨୪କରୋନାସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମୋ ଟ ୭୩୯୩ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ବର୍ତ୍ତମାନ ଯାଏମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୩୮ରେ ପହଞ୍ଚିଛି । ।
ଜିଲ୍ଲାପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି।
ସେହିପରି ସମସ୍ତଙ୍କୁଘରେ ରହିବାଲାଗି ପ୍ରଶାସନ ପକ୍ଷରୁ କୁହାଯାଉଛି । ଆବଶ୍ୟକସ୍ଥଳେ ଘରୁ ପଦାକୁ ବାହାରିଲେ ସର୍ବଦା ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷାକରିବା ଓ ହାତକୁ ବାରମ୍ଵାର ସାନିଟାଇଜ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

related posts

Leave a Comment