Home Breaking News / ତାଜା ଖବର ବାତ୍ୟା ୟସ ପାଇଁ ବିଶାଖାପାଟଣା କୋଷ୍ଟ ଗାର୍ଡ଼ର ପ୍ରସ୍ତୁତି

ବାତ୍ୟା ୟସ ପାଇଁ ବିଶାଖାପାଟଣା କୋଷ୍ଟ ଗାର୍ଡ଼ର ପ୍ରସ୍ତୁତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ନାରାୟଣ ପାଢୀ):ବଙ୍ଗୋପସାଗରରେ ସୃଷ୍ଟି ୟସ ବାତ୍ୟା ପାଇଁ ବିଶାଖାପାଟଣା ସ୍ଥିତ ଇଣ୍ଡିଆନ କୋଷ୍ଟ ଗାର୍ଡ ପକ୍ଷରୁ ମତ୍ସଜୀବି ଓ ସମୁଦ୍ର କୁଳିଆ ବାସିନ୍ଦାଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ଵାରା ସତର୍କ କରାଯାଉଛି. ୟସ ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବି ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଉଛନ୍ତି କୋଷ୍ଟଗାର୍ଡ଼ କର୍ମଚାରୀ. ବାତ୍ୟା ସମୟରେ ସମସ୍ତ ଅସୁବିଧାର ସମ୍ମୁଖୀନ କରିବା ପାଇଁ ବିଶାଖାପାଟଣା ଇଣ୍ଡିଆନ କୋଷ୍ଟ ଗାର୍ଡ଼ ସଂପୂର୍ଣ୍ଣ ପ୍ରସ୍ତୁତ ରୂପେ ପ୍ରସ୍ତୁତ ରହିଥିବା ଜଣାପଡିଛି.

related posts

Leave a Comment