Home Breaking News / ତାଜା ଖବର ପୁଣି କୋରାପୁଟ ଘାଟିରେ ଦୁର୍ଘଟଣା

ପୁଣି କୋରାପୁଟ ଘାଟିରେ ଦୁର୍ଘଟଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ(ଦୀପକ କୁମାର ମାଝୀ): ଜୟପୁର:ଆଜି ସକାଳୁ ଜୟପୁର-କୋରାପୁଟ ଘାଟି ରେ ଦୁଇଟି ଟ୍ରକ ମଧ୍ୟ ରେ ମୁଁହମୁହିଁ ଧକ୍କା ହେଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ରେ ଡ୍ରାଇଭର ଓ ହେଲ୍ପର ଗୁରୁତର ଆହତ ହେଇଥିବା ସୂଚନା ମିଳିଛି । ଗୋଟିଏ ଟ୍ରକ ରେ ସିମେଣ୍ଟ ବୋଝେଇ ହେଇଥିଲା ତାହା ଓଲଟି ପଡିଛି। କୌଣସି ଗୁଜବ ଶୁଣି ଟ୍ରକ ଡ୍ରାଇଭର ହଠାତ ଗାଡି ର ବେଗ ବଢ଼େଇ ଦେଇଥିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ସୂଚନା ମିଳିଛି।
ଅନ୍ୟପଟେ ଅନ୍ୟ ଏକ ଟ୍ରକ ଝୁଂଲନ୍ତା ଅବସ୍ଥାରେ ରହିଛି ,ଘଟଣା ସ୍ଥଳ ରେ ପୋଲିସ ,ଅଗ୍ନିଶମ ବିଭାଗ ପହଂଚି ଆହତ ଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି।ଆସନ୍ତୁ ଶୁଣିବା helperଙ୍କ ଠାରୁ କଣ କହୁଛନ୍ତି ଦୁର୍ଘଟଣା ବିଷୟରେ ଳ

related posts

Leave a Comment