Home Breaking News / ତାଜା ଖବର ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ବାଣ୍ଟିଲେ ମାସ୍କ

ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ବାଣ୍ଟିଲେ ମାସ୍କ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗଞ୍ଜାମ(ପୁରୁଷୋତ୍ତମ ନାୟକ): ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ covid-19 ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି.|ନିଜେ ବିଧାୟକ ଜେନା ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ ଓ କୋଭିଡି-19 ମାନିବାକୁ ଲୋକମାନଙ୍କୁ ବୁଝାଉଥିଲେ.|ଗଞ୍ଜାମର ଟାଣୁଆ ନେତା ଏବେ ଲୋକଙ୍କ ପାଇଁ ଦିନରାତି ଏକାକାର କରିଦେଇଛନ୍ତି |ଏହା ସହ ଶ୍ରୀ ଜେନା ଆଜି ଶୁଖିଲା ଖାଦ୍ୟ ପୁଡିଆ ମଧ୍ୟ ବଣ୍ଟନ କରିଥିଲେ |ବିଧାୟକ ରମେଶ ଜେନାଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣ ପ୍ରଂଶସା କରିଛନ୍ତି |କେହି କେହି କହୁଛନ୍ତି ନେତା ହେଵତ ଏମିତି |

related posts

Leave a Comment