Home Breaking News / ତାଜା ଖବର କୋଭିଡ ନିୟମକୁ ଉଲଂଘନ ଜୋରିମନା ଆଦାୟ

କୋଭିଡ ନିୟମକୁ ଉଲଂଘନ ଜୋରିମନା ଆଦାୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୟପୁର(ଦୀପକ କୁମାର ମାଝୀ): ଘାତକ ଭୁତାଣୁ ସମଗ୍ର ଦେଶରେ କାୟା ବିସ୍ତାର କରୁଛି। ଭୁତାଣୁ ଶୃଙ୍ଖଳ ଭାଙ୍ଗିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।କେତେବେଳେ ଲକଡାଉନ,ସଟଡାଉନ ତ କେତେବେଳେ ନାଇଟ କର୍ଫ୍ୟୁ।ଆହୁରି କୋଭିଡ ନିୟମ ଲାଗୁ ମଧ୍ୟ କରିଛନ୍ତି ବିବାହ ,ଶୁଦ୍ଧିକ୍ରିୟା ଭଳି କାର୍ଯ୍ୟରେ ସୀମିତ ଲୋକ ମଧ୍ୟରେ ପାଳିତ କରିବା ପାଇଁ ହେଲେ କିଛି ଅମାନିଆ ଏହି ନିୟମ କୁ ଉଲଂଘନ କରୁଛନ୍ତି।ଆଜି କୋରାପୁଟ ଜିଲ୍ଲା ଜୟପୁର ସହରରେ କିଛି ସ୍ଥାନରେ ବିବାହ ଭୋଜି କାର୍ଯ୍ୟକ୍ରମ ଚାଲୁଥିବା ଖବର ପାଇ ଜୟପୁର ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଏବଂ ଟିମ୍ ଉକ୍ତ ସ୍ଥାନରେ ଅଚାନକ ଚଢ଼ାଉ କରିଥିଲେ।ତିନି ଗୋଟି ସ୍ଥାନରେ ଜୟପୁର ଅଞ୍ଚଳର ସମ୍ବାରତଟା,କୁମ୍ଭାର ସହି ଏବଂ ମାଣ୍ଡିଆ ଭଟ୍ଟା ସାହି ରେ ଚଢ଼ାଉ କରି ଅମାନିୟ ଙ୍କ ଠାରୁ 20 ହଜାର ଟଙ୍କା ଫାଇନ ଆଦାୟ କରିଥିଲେ।

related posts

Leave a Comment