Home Breaking News / ତାଜା ଖବର ଗାଁ ଦାଣ୍ଡରେ ମହିଳାଙ୍କୁ ମାଡ

ଗାଁ ଦାଣ୍ଡରେ ମହିଳାଙ୍କୁ ମାଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ନିଗମାନନ୍ଦ ଦାଶ): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କନକପୁର ଫାଣ୍ଡି ଅଞ୍ଚଳର ସରା ପଞ୍ଚାୟତ ର ଅଇନପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି କି ଦିଲିପ ସ୍ବାଇ ଘରେ ନ ଥିବାର ସୁଯୋଗ ନେଇ ।ଦିଲିପ ସ୍ବାଇର ଭାଇ ଭାଉଜ ପାରିବାରିକ କଳିରୁ ଅତ୍ୟଧିକ ରାଗିଜାଇ ଘର ଭିତରୁ ଘୋଷାରି ଆଣି ରାସ୍ତା ଉପରେ ଲଙ୍ଗଳା କରି ଘୋସାରି ଘୋସାରି ଠେଙ୍ଗାରେ ମାଡ ମାରି ଗୁରୁତ୍ତର ଅବସ୍ତାରେ ଗ୍ରାମବାସି ଆସିବାରୁ ସେମାନେ ମହିଳା ଛାଡି ପଳାଇ ଜାଇଥିଲେ।ଗ୍ରାମବାସି ମହିଳାକୁ ତୁରନ୍ତ ମଣିଜଙ୍ଗା ଗୋଷ୍ଟି ସ୍ବାସ୍ତକେନ୍ଦ୍ରରେ ଚିକିତ୍ସିତ କରାଇ କନକପୁର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ ।ଆଗକୁ ଦେଖିବା ମହିଳା କୁ ଘୋସାରି ମାରିଥିବା ଆସାମି କୁ କି ସଜା ମିଳୁଛି

related posts

Leave a Comment