Home Breaking News / ତାଜା ଖବର ବିପୁଳ ପରିମାଣର ଅକ୍ସିଜେନ୍ ସିଲିଣ୍ଡର୍ ଗଛିତକୁ ଜବତ କଲା ପୋଲିସ

ବିପୁଳ ପରିମାଣର ଅକ୍ସିଜେନ୍ ସିଲିଣ୍ଡର୍ ଗଛିତକୁ ଜବତ କଲା ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅଭିନାଶ ମହାନ୍ତି): ଅକ୍ସିଜେନ୍ ର ସବୁଆଡେ ଅଭାବ ଥିବା ବେଳେ ବିପୁଳ ପରିମାଣର ଅକ୍ସିଜେନ୍ ସିଲିଣ୍ଡର୍ ଗଛିତ ରଖିବା ରୁ ପୋଲିସ ପହଞ୍ଚି ଜବତ କରିଛି । ବାରିପଦା ତକତପୁର ଆର ଏମ୍ ସି ହାଟ ପାଖ ଏକ ଗୋଦାମ ରେ ବିପୁଳ ପରିମାଣର ଅକ୍ସିଜେନ୍ ସିଲିଣ୍ଡର୍ ଗଛିତ ଥିବା ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ବାରିପଦା ଟାଉନ ଥାନା ପୋଲିସ ଚଢ଼ାଉ କରିଥିଲା ଏକ ଗୋଦାମ ର ୩୮ ଟି ଛୋଟ ଏବଂ ବଡ଼ ଅକ୍ସିଜେନ୍ ସିଲିଣ୍ଡର୍ ଥିବା ଦେଖିବାକୁ ପାଇଥିଲେ ।ଏହି ସିଲିଣ୍ଡର୍ କେଉଁ ଠୁ ଆସିଲା , ଏବଂ ଏହା ଆଇନତଃ ରଖାଯାଇଛି ନା ବେଆଇନ ଭାବେ ରଖାଯାଇଛି ତାହାର ସନ୍ତୋଷ ଜନକ ଉତ୍ତର ଗୋଦାମ୍ ମାଲିକ ଉତ୍ତର ଦେଇ ନ ପାରିବାରୁ ପୋଲିସ ମନୋଜ ମହାନ୍ତ ନାମକ ଜଣେ ଯୁବକ ଙ୍କୁ ଅଟକ ରଖିଛି । ତେବେ କିଛି ଲୋକ ଏଠାରେ ଅକ୍ସିଜେନ୍ ରଖି ବ୍ଲାକ କରାଯାଉଥିବା କହି ଘଟଣା ସ୍ଥଳରେ ପହଞ୍ଚି ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା

related posts

Leave a Comment