Home Breaking News / ତାଜା ଖବର କରୋନା କଟକଣାକୁ ବେଖାତିର: 10 ହଜାର ଜରିମାନା ଆଦାୟ

କରୋନା କଟକଣାକୁ ବେଖାତିର: 10 ହଜାର ଜରିମାନା ଆଦାୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାଶୀନଗର(ପ୍ରଶାନ୍ତ ସାହୁ): କାଶୀନଗର ଥାନା ସ୍ଥାନୀୟ ଟାଟା କୋଲନି ବାସିନ୍ଦା ରାମଚନ୍ଦ୍ର ବେହେରା ଙ୍କ ବାହାଘର ଭୋଜି କାର୍ଯ୍ୟକ୍ରମ ରେ ଅଚାନକ ଥାନା ଅଧିକାରୀ ସୁଶାନ୍ତ ସାହୁ ଓ ତହସିଲଦାର ଲଷ୍ମୀ ପ୍ରସାଦ ସାହୁ ଓ ପୋଲିସ ଟିମ ଚଢ଼ାଉ କରି ଭୋଜି ଖାଇବା କାର୍ଯ୍ୟକ୍ରମ କୁ ବନ୍ଦ କରାଇଥିଲେ ଓ 10 ହଜାର ଟଙ୍କା ଜରିମାନା ଆଦାୟ କରା ଯାଇଛି।ଏବଂ ବାହାଘର ଅଧିକ ଗହଳି ନ କରିବାପାଇଁ ନିର୍ଦ୍ଦେଶ କରାଯାଇଥିଲା। କୋଭିଡ ନିୟମକୁ ମାନି ବାହାଘର କରିବାକୁ ପରାମର୍ଶ ଦିଆଯାଇଛି।

related posts

Leave a Comment