Home Breaking News / ତାଜା ଖବର ପଙ୍କରେ ଫଶିଲେ ଦୁଇ ଦନ୍ତା ହାତୀ

ପଙ୍କରେ ଫଶିଲେ ଦୁଇ ଦନ୍ତା ହାତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଠଗଡ଼(ସୌମ୍ୟ ରଞ୍ଜନ ରଥ): ପଙ୍କରେ ଫଶିଲେ ଦୁଇ ଦନ୍ତା ହାତୀ , ଗତକାଲି ରାତିରୁ ଫଶି ରହିଥିବା ବେଳେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନି ବନବିଭାଗ , ଜଙ୍ଗଲକୁ ଯାଉଥିବା ବେଳେ ହାତୀର ଗର୍ଜନ ଶୁଣି ଦେଖିଲେ ସ୍ଥାନୀୟ ଗାଁ ଲୋକେ , ଆଠଗଡ ରେଞ୍ଜ ତିଗିରିଆ ବନାଞ୍ଚଳ ଭେଜିଆ ଗାଁ ପାଖ ଏକ ପଥର ଖୋଲରେ ଫଶି ରହିଛନ୍ତି ଏହି ଦଇ ହାତୀ , ପଥର ଖୋଲରେ ପଙ୍କ ରହିଥିବାରୁ ବାହାରି ପାରୁ ନାହାଁନ୍ତି ଏହି ହାତୀ , ବନବିଭାଗର କର୍ମଚାରୀ ପହଞ୍ଚି ନଥିବା ବେଳେ ସ୍ଥାନୀୟ ଲୋକେ ହାତୀଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି

related posts

Leave a Comment