Home Breaking News / ତାଜା ଖବର କରୋନାରେ ମୂତ୍ୟୁ ପରେ ଶବର ପାଖ ମାଡିଲେନି ଗ୍ରାମବାସି ଓ ପରିବାର ଲୋକ: ୧୩ ଘଣ୍ଟା ପରେ ବୃଦ୍ଧାର ଶବ ଉଦ୍ଧାର କଲା ପ୍ରଶାସନ

କରୋନାରେ ମୂତ୍ୟୁ ପରେ ଶବର ପାଖ ମାଡିଲେନି ଗ୍ରାମବାସି ଓ ପରିବାର ଲୋକ: ୧୩ ଘଣ୍ଟା ପରେ ବୃଦ୍ଧାର ଶବ ଉଦ୍ଧାର କଲା ପ୍ରଶାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ଓଡିଶାରେ କରୋନା ମହାମାରିର ଭୟାବହ ଲାଗି ରହିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳବାଦ୍ ପଡିନାହିଁ ା ଏମିତିକି ବିନିକା ଏନ୍ ଏସି, ବିନିକା ବ୍ଳକ  ସମଗ୍ର ଅଞ୍ଚଳରେ କରୋନା ମହାମାରି ର ଆତଙ୍କ ଲାଗିରହିଛି ା ଏବେ ମହାମାରି ର ଭୟ ସମସ୍ତ ଙ୍କୁ ଶୂଷ୍ଟି କରିଛୀ ା ଯାହାଫଳରେ ସାଧାରଣ  ରୋଗରେ ମୂତ୍ଯୁ ହେଉ କିମ୍ବା କରୋନାରେ ମୂତ୍ୟୁ ହେଲେ ମଧ୍ୟ ଗ୍ରାମର ଲୋକମାନେ କିମ୍ବା ନିଜର  ପରିବାର ଲୋକେ ଶବର ପାଖ ମାଡୁନାହାନ୍ତି ାଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିନିକା ଏନ୍ ଏସି ଅଧିନସ୍ତ ଗୁଲାପଡ଼ା ବେଳପଡା ସୁଶିଲା ବେହେରା (୭୪)     ଙ୍କର ମୂତ୍ଯୁ ପରେ କେହି ଶବ ସସ୍କାର କୁ ନଆସିବାରୁ ଦିର୍ଘ ୧୩ ଘଣ୍ଟା ଉର୍ଦ୍ଧ ସମୟ ପରେ ବିନିକା ଏନ୍ ଏସି ଭାରାପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ନାଏକ, ବିନିକା ତହସିଲ ଅଲେଖ ଘୁଟା, ବିନିକା ବ୍ଳକ ବିଡିଓ ବ୍ୟାସଦେବ ବେହେରା, ବିନିକା ଥାନା ଏସଆଇ ଗଜାନନ ଭୋଇ, ବିନିକା ବ୍ଳକ ଏସଡିସି ରଞ୍ଜନ ସ୍ବାଇଁ ,ବିନିକା ଏନଏସି କର୍ମଚାରୀ ସନ୍ତୋଷ ବନଛୋର,ରାମ ଗୋପାଳ ବାଗ , ପ୍ରମୁଖ ଉପସ୍ଥିତ ରେ  ବିନିକା ଅଞ୍ଚଳ ର ପାଇଁ ଚିହ୍ନଟ କରିଥିବା ୩ ଜଣ ମେନ ପାଓ୍ବାର(ମାନବସମ୍ଵଲ) ବ୍ୟକ୍ତି ପିପିଇ କିଟ ପରିଧାନ କରି ଦିନ ୧ଘଣ୍ଟା ପରେ ମୃତ ବୃଦ୍ଧା ଙ୍କୁ ଶବ ଘରୁ ବାହାର କରି ଥିଲେ ା ପରେ ବିନିକା ଡ଼ାକ୍ତର ଖାନ କୁ ଆଣି ବିନିକା ଡ଼ାକ୍ତର ଖାନାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ା ବୃଦ୍ଧାର ଏକମାତ୍ର ପୁଅ କରୋନା ସଂକ୍ରମିତ ହୋଇ ବଳାଂଗୀର ଭୀମଭୋଇ ମେଡିକାଲରେ ଆଇସିୟୁରେ ଭର୍ତି ହୋଇ କରୋନା ସହ ଯୁଦ୍ଧ ଲଢ଼ୁଥିବା ଜଣାପଡ଼ିଛି ।ଯେଉଁ ପୁଅ ମାଁର ମୁଖାଗ୍ନି ଦେବାର ବିଧି ରହିଥିଲେମଧ୍ୟ ସେପୁଅ ଏବେ ଲାଚାର ହୋଇ ପଡ଼ିଛି ାକାରଣ ସେମଧ୍ୟ ଦିର୍ଘଦିନ ହୋଇ କରୋନାରେ ସଂକ୍ରମିତ ହୋଇ ଡ଼ାକ୍ତରଖାନା କାନାରେ ଭତ୍ତି ହୋଇଥିଲାବେଲେ ନାତି ବାପାକୁ ଜଗିଛି ା ଯେଉଁଥିପାଇଁ ଆଜି ବିନିକା ସହରର ପାପକ୍ଷୟ ଘାଟ ମହାନଦୀରେ ବିନିକା ପ୍ରଶାସନ ଦ୍ବାରା ବୃଦ୍ଧାର ଶବକୁ ସତ୍କାର କରିଥିଲା ାସୁଚନା ଅନୁଶାରେ ଗତ ୯ ତାରିଖରେ ବୃଦ୍ଧା ଜଣକ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ହୋମ ଆଇସୋଲେସନ୍‌ରେ ରହିଥିଲେ ।ହେଲେ ଗତକାଲି ରାତି ୧୨ ଟାରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ରେ ଥିବା ତାଙ୍କ ବହୁ ପ୍ରକାଶ କରିଥିଲେ ା ।କିନ୍ତୁ ବୃଦ୍ଧା ଶବକୁ ଛୁଇଁବାକୁ ବନ୍ଧୁବାନ୍ଧବ,ସାହିପଡିଶା ଏବଂ ସର୍ମ୍ପକିୟ ଲୋକ କେହି ବି ଜଣେ ଭୟରେ ଆସିନଥିଲେ ।ଫଳରେ ଦିର୍ଘ ୧୩ ଘଣ୍ଟା ଧରି ବୃଦ୍ଧା ଜଣକର ଘର ଭିତରେ ରେ ପଡିରହିଥିଲା ।ତାଙ୍କ ସାଙ୍ଗରେ ତାଙ୍କ ପୁତ୍ର ବଧୁ ଉପସ୍ଥିତ ଥିଲେ ା

related posts

Leave a Comment