Home Breaking News / ତାଜା ଖବର କରୋନାରେ ଆକ୍ରାନ୍ତ ହେବା ପାଇଁ କରୋନା ଭୁତାଣୁ ଖୋଜୁଛନ୍ତିକି ! ଆଉ ଡେରି କାହିଁକି ଆସନ୍ତୁନା ବୁଗୁଡା ବ୍ୟାଙ୍କକୁ

କରୋନାରେ ଆକ୍ରାନ୍ତ ହେବା ପାଇଁ କରୋନା ଭୁତାଣୁ ଖୋଜୁଛନ୍ତିକି ! ଆଉ ଡେରି କାହିଁକି ଆସନ୍ତୁନା ବୁଗୁଡା ବ୍ୟାଙ୍କକୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): ଗଞ୍ଜାମଜିଲ୍ଲାରେ କରୋନା ମହାମାରି ଦିନକୁଦିନ ସଂକ୍ରଂମିତ ଙ୍କ ସଂଙ୍ଖ୍ୟା ବଢି ଚାଲିଥିବା ଜୋଗୁଁ ପ୍ରଶାସନ ଙ୍କ ନିର୍ଦେଶ ଅନୁଯାଈ ବୁଗୁଡା ଶହରକୁ ଲକଡାଉନ୍ ଓ ସଟ୍ ଡାଉନ୍ କରାଜାଈଥିବା ବେଳେ ପ୍ରଶାସନକି ତରଫରୁ କଡା ପଦକ୍ଷେପ ନିଆଯାଉଛି ା କରୋନା ମହାମାରି କବଳ ରୁ କୀପରି ଅଞ୍ଚଳବାସିଙ୍କୁ ରକ୍ଷା କରାଯାଇପାରିବ ଏନେଇ ପ୍ରଶାସନ ଶତ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଏଭଳି କିଛି ଆମାନତ ଲୋକ କରୋନା କଟକଣା କୁ ବେଖାତିରି କରି ବ୍ୟାଙ୍କ ମାନଙ୍କରେ ବେସ୍ ଭିଡଜମାଉଛନ୍ତି!
ଗତ କିଛି ଦିନତଳୁ ବୁଗୁଡା ବ୍ଳକ ର 19ଗୋଟୀ ପଞ୍ଚାୟତର 26ଗୋଟି ଗ୍ରାମକୁ ରେଡ୍ ଜୋନ ଘୋଷଣା କରାଜିଇଥିଲେ ମଧ୍ୟ ତଥାପି ଲେକେ ଶରକାରଙ୍କ କୋଭିଡି ନିୟମ କୁ ଉଲଘଂନ କରିବାରେ ଆଦୌ ପଛଘୁଞ୍ଚା ଦେଉନାହାନ୍ତି ! ଯାହାରକି ନଗ୍ନ ଚିତ୍ର ଆଜି ଦେଖିବାକୁମିଳିଥିଲା ! ବୁଗୁଡା ଶହରର ବ୍ଳକ ଅଫିସ୍ ସାମନା ରେ ଥିବା ଜୀବନବିମା ଅଫିସ୍ , ଓ ଈଣ୍ତିୟାନ ଓଭରସିଜ୍ ବ୍ୟାଙ୍କ୍ , ଈଣ୍ତିୟାନବ୍ୟାଙ୍କ୍ ଆଦି ଏଶବୁର ପରିଶର ମଧ୍ୟରେ ଲୋକେ ପରସ୍ପରକୁ କାନ୍ଧରେ କାନ୍ଧ ମିଶାଇ ଲାଗିଲାଗି ରହିଛନ୍ତୀ ା ହେଲେ ସେଠି ଅଛୀ କାହାରି ସାମାଜିକ ର ଦୂରତା ନା ଅଛି ମୁହଁରେ ମାସ୍କ ା ଲୋକେ ସେହି ଲମ୍ବା ଲାଈନ୍ ଭିତରେ ଦଳାଚକଟା ହୋଈ ବ୍ୟାଙ୍କ ରେ ଥିବା ନିଜନିଜର କାମ ସାରି ନିଜ ଗାଁକୁ ଯାଈଥାନ୍ତି ା ବର୍ତ୍ତମାନ ବୁଗୁଡା ଶହରର ଆଖପାଖ ଅଞ୍ଚଳ ମଧ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଙ୍ଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଲୋକେ ସଚେତନତା ହେଉନଥିବା ଦେଖିବାକୁ ମିଳୁଛି ା ଯାହାଫଳରେ ଆଗାମି ଦିନରେ କରୋନା ସଂଙ୍କ୍ରମଣ ସଂଙ୍ଖ୍ୟା ଆମ ଅଞ୍ଚଳରେ ବଢି ପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଅଛି ା ଲୋକଙ୍କ ଶଚେତନତା କୁ ନେଈ ଉଚ ପଦାଧିକାରି ଏଥି ପ୍ରତି ଦୂଷ୍ଟି ଆକର୍ଷଣ କରିବା ହେବେ କି ?

related posts

Leave a Comment