Home Breaking News / ତାଜା ଖବର କୋଭିଡ ସଂକ୍ରମଣରେ ସହାୟକ ସାଜିଛନ୍ତି ମାଛକୁଣ୍ଡ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ

କୋଭିଡ ସଂକ୍ରମଣରେ ସହାୟକ ସାଜିଛନ୍ତି ମାଛକୁଣ୍ଡ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଛକୁଣ୍ଡ(ଦୀପକ କୁମାର ମାଝୀ): ଆପଣ ମାନେ କରୋନା ଜୀବାଣୁ ଓ ସଂକ୍ରମଣ ଖୋଜୁଛନ୍ତି କି, ତେବେ ଆସନ୍ତୁ, ଆମ ବ୍ୟାଙ୍କ୍ SBI ଶାଖା ମାଛକୁଣ୍ଡ, ଏଠି ଆମେ ଏହି ଦୁର୍ମୂଲ୍ୟ ଜିନିଷ ବିନା ମୂଲ୍ୟରେ ବାଣ୍ଟୁଛୁ, ଏହା କାହାର ପ୍ରତିକ୍ରିୟା ନୁହଁ ଏହା ହେଉଛି ମାଛକୁଣ୍ଡ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ଵାରା କରାଯାଇଥିବା ଗ୍ରାହକ ସେବା , ଦେଖିଲେ ଜାଣିପାରିବେ ସରକାରଙ୍କ କୋଭିଡ guideline ଓ କଟକଣା କିଭଳି ପାଳନ କରାଯାଉଛି, ଲୋକେ ବିନା mask ବିନା sanitization ରେ ଲମ୍ବା ଲାଇନ ଲଗେଇ ମୁହଁକୁ ମୁଁହ ଯୋଡ଼ି ବ୍ୟାଙ୍କ୍ ସେବା ହାସଲ କରିବାକୁ ଦଳାଚକଟା ହଉଛନ୍ତି, ପୋଲିସ, ବ୍ଲକ, ପଞ୍ଚାୟତ ପ୍ରଶାସନ ସବୁ ଦେଖି ନୀରବ, କାହିଁକି ନା Lamataput ବ୍ଲକରେ ସଂକ୍ରମଣ ଟିକେ କମ ଅଛି, ସେଥିରେ ଜିଲ୍ଲା ଓ ରାଜ୍ୟରେ ତାଙ୍କ ପତିଆରା କମି ଯାଉଛି, ସେଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ବା କରିବାକୁ ଦଉଛନ୍ତି,
ବେଳ ଥାଉଁଥାଉଁ ପ୍ରଶାସନର ଦୃଷ୍ଟି ପଡୁ ଅନ୍ୟଥା ଲେଡି ଗୁଡ଼ କହୁଣୀକୁ ବୋହି ଅଶିକ୍ଷିତ ଆଦିବାସୀଙ୍କ ଜୀବନ ଚାଲିଯିବ,

related posts

Leave a Comment