Home Breaking News / ତାଜା ଖବର ଭ୍ରାମ୍ୟମାନ ରାଜସ୍ୱ ରଥ ଶୁଭାରମ୍ଭ

ଭ୍ରାମ୍ୟମାନ ରାଜସ୍ୱ ରଥ ଶୁଭାରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ): କରୋନା କାଳରେ ଗ୍ରାମାଞ୍ଚଳ ର ଲୋକେ ରାଜସ୍ୱ ସେବା ପାଇଁ ତହସିଲଦାର କାର୍ଯ୍ୟାଳୟ କୁ ଆସିପାରୁ ନାହାନ୍ତି। ଏଣୁ ରାଜସ୍ୱ ବିଭାଗ ଦ୍ୱାରା ଯେ କୌଣସି ପ୍ରମାଣ ପତ୍ର ପାଇବାରେ ବିଲମ୍ବ ହେଉଛି।ଏହାକୁ ଦୃଷ୍ଟିରେ ରଖି ସରକାର ଙ୍କ ରାଜସ୍ୱ ବିଭାଗ ତରଫରୁ ଆରମ୍ଭ ହେଲା ରାଜସ୍ଵ ରଥ ସେବା।ବୋରିଗୁମ୍ମା ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରୁ ଏହି ରଥ କୁ ତହସିଲଦାର ସୁବାସ ଚନ୍ଦ୍ର ରଇତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।ପ୍ରଥମ ଦିନରେ ଏହି ରାଜସ୍ୱ ରଥ ବୋରିଗୁମ୍ମା ,ବଡ ପିଣ୍ଡାପଦର ଏବଂ ଖଣ୍ଡି ଗୁଡା ଗ୍ରାମ ରେ ପହଞ୍ଚି ଥିଲା।ଏହି ତିନି ଗ୍ରାମ ରେ ପହଞ୍ଚି ଗ୍ରାମବାସୀଙ୍କୁ ନିଜ ହାତ ରେ ଜାତିଗତ ପ୍ରମାଣ ପତ୍ର, ଏବଂ ଜମିପଟା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି l

related posts

Leave a Comment