Home Breaking News / ତାଜା ଖବର ଆଜି ଫୁଲବାଣୀରୁ ୪ ଓ ଜିଲ୍ଲାରେ ୮୮ ନୂତନ କରୋନା ପଜିଟିଭ ଚିହ୍ନଟ

ଆଜି ଫୁଲବାଣୀରୁ ୪ ଓ ଜିଲ୍ଲାରେ ୮୮ ନୂତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଗତକାଲି ୧ ୦୦ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ ସେହିପରି ଆଜି ୮୮ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ମାତ୍ର ୪ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୫ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ଆମ୍ବେଦକର ଛକ, ମାଦି କୁନ୍ଦା , ଅମଲାପଡ଼ା ଓ ଦାମିଙ୍ଗାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଜିକାଲି ସହରବାସୀ ପ୍ରଶାସନର ନିୟମ ମାନି ଘରେ ରହିବା ଫଳରେ ସହରରେ ସଂକ୍ରମଣ ଗ୍ରାଫ ଧିରେ ଧୂରେ କମୁଥିବା ଦେଖାଯାଉଛି ।

ସେହିପରି ବୁଧବାର ଜିଲ୍ଲାର ତୁମୁଡିବନ୍ଧ ବ୍ଳକରୁ ସର୍ବାଧିକ ୧୯ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବାଲିଗୁଡ଼ା ସହରରୁ ୫ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୧୩ ଜଣେ, ,ଦ।ରିଙ୍ଗବାଡି ୬,ଜଉଦୟଗିରି ୩., ଚକାପାଦ ୭,ଖଜୁରୀପଡ଼ା ୪,କୋଟଗଡ଼ ୫,
ଫିରିଙ୍ଗିଆ ୯,ଟିକାବାଲି ୪
ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳର ଦୁଇ ଜଣବାହାରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜିର ୮୮ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୮ ୫୦ଜଣ ପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ସେହିପରି ବର୍ତ୍ତମାନ ସୁଧା ଜିଲ୍ଲାରେ ୭ ୯୯୧କରୋନାସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମୋ ଟ ୭୧୦୩ଜଣ ସୁସ୍ଥ ହୋଇସାରିଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୩୮ରେ ପହଞ୍ଚିଛି । ।
ଜିଲ୍ଲାପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି। ପ୍ରଶାସନ ଓ ପୋଲି ସର ଉଦ୍ୟମ ସାଙ୍ଗଙ୍କୁ ଜନସାଧାରଣଙ୍କ ସଚେତନତା ଯୋଗୁଁ ଜିଲ୍ଲାରେ କରେ। ନା ସଂକ୍ରମିତ ଙ୍କ ସଂଖ୍ୟାଧିରେ ଧିରେ ଜିଲ୍ଲାରେ କମୁଥିବା କଥା ମହାରଣା କହିଛନ୍ତି ।

related posts

Leave a Comment