Home Breaking News / ତାଜା ଖବର ଆଜି ଫୁଲବାଣୀରୁ ୧୨ ଓ ଜିଲ୍ଲାରେ ୫୪ ନୂତନ କରୋନା ପଜିଟିଭ ଚିହ୍ନଟ

ଆଜି ଫୁଲବାଣୀରୁ ୧୨ ଓ ଜିଲ୍ଲାରେ ୫୪ ନୂତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ମଙ୍ଗଳବାର କରେ । ନା ପଜିଟିଭ ଙ୍କ ସଂଖ୍ୟା ହ୍ରାସ ପାଇଛି। ଜିଲ୍ଲାରେମାତ୍ର ୫୪ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୨ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୬ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ପିଅନପଡ଼ାରୁ ୪ ଜଣ, ବ୍ରାହ୍ମଣ ସାହିରୁ ୨ ଜଣକରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ହାଉସିଂ ବୋର୍ଡ କଲୋନୀ, ନାରାୟଣୀ ରୋଡ ଏଫସିଆଇ, ଇଣ୍ଡଷ୍ଟ୍ରିଆ ଲଏରିଆ .ସାଲୁକିସାହି, ଓ କଣ୍ଟ୍ରାକ୍ଟରପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ଫଳରେ ସହରର ୧୩ଟି ଯାକ ୱ।ର୍ଡରେ ଦିନକୁ ଦିନ ମାଇକ୍ରୋ କଣ୍ଚେନମେଣ୍ଟ ସଂଖ୍ୟା ବଢିବାରେ ଲାଗିଛି । ଆଜିକାଲି ସହରବାସୀ ମଧ୍ୟ କରୋନା ଓପୋଲିସ ଭୟରେ ବାହାରକୁ ବାହାରିବା ପାଇଁ ଡରିଲେଣି। ପ୍ରଶାସନର ନିୟମ ମାନି ଘରେ ରହୁଛନ୍ତି ା

ସେହିପରି ମଙ୍ଗଳବାରବାଲିଗୁଡ଼ା ସହରରୁ ୬ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ଜଣେ, ,ଦ।ରିଙ୍ଗବାଡି ୮,ଜଉଦୟଗିରି ୨,,କନୁଆଗାଁ ୧.ଖଜୁରିପଡା ୨, ଫିରିଙ୍ଗିଆ ୫ ତୁମୁଡିବନ୍ଧ ୧, କୋଟଗଡ ୪ଓ ଚକାପାଦ ରୁ ୨ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳର ଜ6ଣବାହାରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜିର ୫୪ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୮ ୬୩ ଜଣ ପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ସେହିପରି ବର୍ତ୍ତମାନ ସୁଧା ଜିଲ୍ଲାରେ ୭ ୯୦୩କରୋନାସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମୋ ଟ ୭୦୦୩ଜଣ ସୁସ୍ଥ ହୋଇସାରିଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୩୭ ଜଣ ଙ୍କ ମୃତ୍ୟୁ ଘଟିଛି ।
ଜିଲ୍ଲାପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି। ପ୍ରଶାସନ ଓ ପୋଲି ସର ଉଦ୍ୟମ ସାଙ୍ଗଙ୍କୁ ଜନସାଧାରଣଙ୍କ ସଚେତନତା ଯୋଗୁଁ ଜିଲ୍ଲାରେ କରେ। ନା ସଂକ୍ରମିତ ଙ୍କ ସଂଖ୍ୟାଧିରେ ଧିରେ କରୁଥିବା କଥା ମହାରଣା କହିଛନ୍ତି ।

related posts

Leave a Comment