Home Breaking News / ତାଜା ଖବର ପରଜଙ୍ଗ ବ୍ଲକ ମେଣ୍ଢାପଦା ଗାଁରେ ମୃତ ବୃଦ୍ଧଙ୍କ ଶବଦାହ କଲେ ତହସିଲଦାର ଓ ସ୍ଥାନୀୟ ବିଜେଡି ଯୁବନେତା

ପରଜଙ୍ଗ ବ୍ଲକ ମେଣ୍ଢାପଦା ଗାଁରେ ମୃତ ବୃଦ୍ଧଙ୍କ ଶବଦାହ କଲେ ତହସିଲଦାର ଓ ସ୍ଥାନୀୟ ବିଜେଡି ଯୁବନେତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ନବକିଶୋର ସାହୁ): ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଲୋଧନୀ ଗ୍ରାମପଞ୍ଚାୟତ ର ମେଣ୍ଢାପଦା ଗ୍ରାମର ପୁରେନ୍ଦ୍ର ସାହୁ(୮୧)ଙ୍କର ଆଜି ବାର୍ଦ୍ଧକ୍ୟ ହେତୁ ପରଲୋକ ହୋଇଯାଇଥିଲା ।ଯେହେତୁ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ କରୋନା ହୋଇଥିବାରୁ କରୋନା ଭୟରେ ଶବଦାହ କରିବାପାଇଁ ଗ୍ରାମବାସୀ ନ ଆସିବାର ଖବର ପାଇ ପ୍ରଶାସନ ପରଜଙ୍ଗ ତହସିଲଦାର ଜୟନ୍ତ କୁମାର ଜୟ ସିଂହ,ବିଜେଡି ଯୁବ ସଭାପତି ସୁବ୍ରତ ଦାସ,ସ୍ଥାନୀୟ ସରପଞ୍ଚ ,ସମିତିସଭ୍ୟ ଏବଂ ଯୁବକଙ୍କ ଦ୍ବାରା ପିପିକିଟ୍ ପିନ୍ଧି ଶବଦାହ କରାଗଲା ।ଯାହାକି ଏକ ପ୍ରସଂଶନିୟ କାମ କରିଥିବାରୁ ଚାରିଆଡୁ ପ୍ରଶଂସା ମିଳିଛି ।

related posts

Leave a Comment