Home Breaking News / ତାଜା ଖବର ବିନିକା ବ୍ଳକ ଅଧ୍ୟକ୍ଷଙ୍କ କରୋନା ସଚେତନା, ସୁଖିଲା ଖାଦ୍ୟ ଓ ଫଳ ବଣ୍ଟନ ସହ ବାସଗୃହ ମରାମତି କାର୍ଯ୍ୟ ପ୍ରତିଶୃତି

ବିନିକା ବ୍ଳକ ଅଧ୍ୟକ୍ଷଙ୍କ କରୋନା ସଚେତନା, ସୁଖିଲା ଖାଦ୍ୟ ଓ ଫଳ ବଣ୍ଟନ ସହ ବାସଗୃହ ମରାମତି କାର୍ଯ୍ୟ ପ୍ରତିଶୃତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ଆଜି ବିନିକାବ୍ଳକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ ବିନିକା ବ୍ଳକ ଭଣ୍ଡାର ପଞ୍ଚାୟତ ଗୁଲୁଣ୍ଡା ନିର୍ମଳ ଛାୟାରେ ଦିର୍ଘ ବର୍ଷ ହେବ ରହୁଥିବା୧୪ ଜଣ ପୁରଷ ଓ ମହିଲା (ଆରୋଗ୍ୟ କୁଷ୍ଟ ରୋଗି) ମାନଙ୍କ ପାଖକୁ ପହଞ୍ଚି ମହାମାରି କରୋନା ଉପରେ ମାସ୍କ ପରିଧାନ ,ସାମାଜିକ ଦୁରତା ରକ୍ଷା କରିବାସହ ଭିକ୍ଷା ବୃତି ବନ୍ଦ କରିବାକୁ ସଚେତନା କରିବାସହ ପଞ୍ଚ‌ାୟତ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ଠିକ ହିସାବରେ ପହୁଞ୍ଚୁ ଛି କି ନାହିଁ ପଚାରି ବୁଝିବାସହ , ସୁଖିଲା ଖାଦ୍ୟ(ଚୁଡ଼ା, ଚିନି) ଫଳ( କଦଳି ଓ ସେଓ ବଣ୍ଟନ କରିଥି‌ଲେ ା ପରେ ନିର୍ମଳ ଛାୟା କୁ କୋଠା ବୁଲି ଦେଖିଥିଲେ ା ଦିର୍ଘ ବର୍ଷ ହେବ ବର୍ଷାଦିନରେ କୋଠାରୁ ପାଣି ନିର୍ଗତ ହେଉଥିବାରୁ ରହିବା ବହୁତ ଅସୁବିଧା ହେଉଥିବା ଜାଣିବାପରେ ା ସଙ୍ଗେ ସଙ୍ଗେ ବିନିକା ବ୍ଳକ ଜେଇ ଙ୍କୁ ଡ଼ାକି କୋଠା ଓ ଝରକା ,ବିଦ୍ୟୁତ ଯୋଗାଣ ଅସୁବିଧା ର ବଜେଟ ଆକଳନ କରି ତୁରନ୍ତ ମୋର ପାଖରେ ଦାଖଳ କରିବାକୁବିନିକା ବ୍ଳକ ଅଧ୍ୟକ୍ଷ ଶ୍ରୀନନ୍ଦ ନିର୍ଦ୍ଦେଶ ଦେଇଥିଲେ ା ପରେ ଏହି କାମ ତୁରନ୍ତ ଆରମ୍ଭ କରି ଶିଘ୍ର ସମାପନ କରାଯିବ ବୋଲି ଅନ୍ତେବାସିଙ୍କୁ ବ୍ଳକ ଅଧ୍ୟକ୍ଷ ଶ୍ରୀନନ୍ଦ ପ୍ରତି ଶୃତି ଦେଇଥିଲେ ା ଏହା ଶୁଣିବା ପରେ ନିର୍ମଳ ଛାୟାରେ ରହୁ ଥିବା ମହିଲା ପୁରୁଷ ମାନେ ଆନନ୍ଦରେ ବିଭୋର ଉଠିଥିଲେ ା ଏଥି ରେ ଭଣ୍ଡାର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମଣ ସାହୁ , , ବିନିକା ବ୍ଳକ ଜେଇ ମୁନା ଓରାମ , ଯୁବ ବିଜେଡ଼ି ସୁବର୍ଣ୍ଣପୁର ଜିଲ୍ଲା ମିଡ଼ିଆସେଲ ଡ଼ିଜିଟାଲ ସମ୍ପାଦକ ମନୋଜ ସାହୁ , ଯୁବ ବିଜେଡ଼ି ବିନିକା ବ୍ଳକ ସଭାପତି ପ୍ରତାପ ଚନ୍ଦ, ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘ ଅକ୍ଷୟ କୁମାର ପୂଜାହାରୀ, ଦିଲ୍ଳିପ ସାହୁ, ଦଧିବାମନ ନାୟକ,ସମେତ କମ୍ବୁପାଣି ପୂଜାରୀ, ରାଜାବାବୁ ସାହୁ ,ବିରାଜ ଷାଣ୍ଡ ପ୍ରମୁଖ ଉପସ୍ତିତ ଥିଲେ ା

related posts

Leave a Comment