Home Breaking News / ତାଜା ଖବର ଦେଶୀ ମଦ ଓ ପୋଚ ଜବତ: 2 ଗିରଫ

ଦେଶୀ ମଦ ଓ ପୋଚ ଜବତ: 2 ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ): ପ୍ରତିଦିନ ବଢୁଛି କରୋନା ସଂକ୍ରମଣ ,ଏହା ସହିତ କଠୋର ପଦକ୍ଷେପ ନେଉଛନ୍ତି ସରକାର। ଗତ ମେ 5 ତାରିଖ ରୁ ସାରା ରାଜ୍ୟ ରେ ତାଲାବନ୍ଦ ଆରମ୍ଭ ହେବା ସହ ,ରାଜ୍ୟ ସରକାର ଙ୍କ ତରଫରୁ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ଏହି ମାର୍ଗ ଦର୍ଶିକା ଅନୁଯାୟୀ। ରାଜ୍ୟ ରେ କୌଣସି ବିଦେଶୀ ମଦ ଦୋକାନ ଖୋଲିପରିବ ନାହିଁ ବୋଲି ଦର୍ଶା ଯାଇଛି। ଯାହା ଫଳ ରେ ମଦ୍ୟପ ମାନେ ବିଦେସି ମଦ ନା ପାଇ ଦେଶୀ ମଦ ପ୍ରତି ଆକୃଷ୍ଟ ହେଉଛନ୍ତି। ଏହା ର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ଘରେ ଦେଶୀ ମଦ ତିଆରି କରି ବିକ୍ରି କରୁଥିବା ର ଖବର ,କୌଣସି ସୂତ୍ର ରୁ ପୋଲିସ ନିକଟ ରେ ପହଞ୍ଚିଥିଲା। ଆଜି ତା-୧୮/୦୫/୨୧ ରିଖ ରେ ଭୈରବସିଂହପୂର୍ ପୋଲିସ ଓ ଅବକାରୀ ବିଭାଗ ପକ୍ଷ୍ୟ ରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବଡ଼ ଇନ୍ଧନପୂର୍ ଓ କୁମୁଡ଼ାଗୁଡା ରେ କରାଯାଇଥିବାବେଳେ ପୋଲିସ ୨ଜଣ ଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଲୋକନାଥ ବିଶୋଇ ଓ ଗିରିଧାରୀ ବିଶୋଇ ।ଦୁହିଁ ଙ୍କ ଠାରୁ 10 ଲିଟର ଲେଖାଏଁ ଦେଶୀ ମଦ ଜବତ ହେଇଚି। ସର୍ବମୋଟ ୪ଟି କେସ୍ ରେ 125 ଲିଟର ବେଇଆନ ଦେଶୀ ମଦ ଜବତ କରିବା ସହ 1150 ଲିଟର ପୋଚ ଜବତ ହେଇଚି। ଏହି ଚଢ଼ାଉ ରେ ବୋରିଗୁମ୍ମା ଅବକାରୀ ଥାନା ଓ ଆଇ ସି କେ.ତିରୁପତି ପଟନାୟକ ନେତୃତ୍ୱ ନେଇଥିଲେ।

related posts

Leave a Comment